ସୁଞ୍ଚେଅନ: ଚଳିତ କୋରିଆ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ(PV Sindhu) ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ବିଜୟୀ ପ୍ରଦର୍ଶନ ଜାରି । ସ୍ଥାନୀୟ ପାଲମା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମୁକାବିଲାରେ ଦମଦାର ବିଜୟ ସହ ଉଭୟ ସିନ୍ଧୁ ଓ ଶ୍ରୀକାନ୍ତ କୋରିଆ ଓପନ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପ୍ ୨୦୨୨(Korea Open Badminton championships ) ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
-
🇮🇳’s @Pvsindhu1 continues to display her lethal form as she cements her place into the semifinals of #KoreaOpenSuper500 after defeating 🇹🇭’s Busanan O 2️⃣1️⃣-1️⃣0️⃣, 2️⃣1️⃣-1️⃣6️⃣ in the quarterfinals.
— BAI Media (@BAI_Media) April 8, 2022 " class="align-text-top noRightClick twitterSection" data="
Well done, champ! 🔥 🔝 #KoreaOpen2022#IndiaontheRise #badminton pic.twitter.com/lVDY3Cvgjg
">🇮🇳’s @Pvsindhu1 continues to display her lethal form as she cements her place into the semifinals of #KoreaOpenSuper500 after defeating 🇹🇭’s Busanan O 2️⃣1️⃣-1️⃣0️⃣, 2️⃣1️⃣-1️⃣6️⃣ in the quarterfinals.
— BAI Media (@BAI_Media) April 8, 2022
Well done, champ! 🔥 🔝 #KoreaOpen2022#IndiaontheRise #badminton pic.twitter.com/lVDY3Cvgjg🇮🇳’s @Pvsindhu1 continues to display her lethal form as she cements her place into the semifinals of #KoreaOpenSuper500 after defeating 🇹🇭’s Busanan O 2️⃣1️⃣-1️⃣0️⃣, 2️⃣1️⃣-1️⃣6️⃣ in the quarterfinals.
— BAI Media (@BAI_Media) April 8, 2022
Well done, champ! 🔥 🔝 #KoreaOpen2022#IndiaontheRise #badminton pic.twitter.com/lVDY3Cvgjg
ଦୁଇ ଥର ଅଲମ୍ପିକ ପଦକ ବିଜେତା ରହିସାରିଥିବା ସିନ୍ଧୁ, ଥାଇଲାଣ୍ଡର ବୁସାନନ ଓଙ୍ଗବାମରଙ୍ଗଫନଙ୍କୁ ମହିଲା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ୨୧-୧୦, ୨୧-୧୬ ସେଟ୍ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ୪୩ ମିନିଟ୍ ଧରି ଖେଳାଯାଇଥିଲା । ଫଳରେ ସିନ୍ଧୁଙ୍କ ସେମିଫାଇନାଲ ଫାଇଟ୍ ଜାପାନର ସାଏନା କାୱକାମି କିମ୍ବା ଦକ୍ଷିଣ କୋରିଆର ଅନ୍ ସେୟଙ୍କଙ୍କ ସହ ହେବ ।
-
INTO THE SEMIS! 🔥
— BAI Media (@BAI_Media) April 8, 2022 " class="align-text-top noRightClick twitterSection" data="
🇮🇳’s @srikidambi marched into the semifinals of #KoreaOpen2022 after defeating 🇰🇷’s Son Wanho in a 3 game thriller.
Way to go, champ! 🙌#KoreaOpenSuper500 #IndiaontheRise #Badminton pic.twitter.com/Q91QxNWUhZ
">INTO THE SEMIS! 🔥
— BAI Media (@BAI_Media) April 8, 2022
🇮🇳’s @srikidambi marched into the semifinals of #KoreaOpen2022 after defeating 🇰🇷’s Son Wanho in a 3 game thriller.
Way to go, champ! 🙌#KoreaOpenSuper500 #IndiaontheRise #Badminton pic.twitter.com/Q91QxNWUhZINTO THE SEMIS! 🔥
— BAI Media (@BAI_Media) April 8, 2022
🇮🇳’s @srikidambi marched into the semifinals of #KoreaOpen2022 after defeating 🇰🇷’s Son Wanho in a 3 game thriller.
Way to go, champ! 🙌#KoreaOpenSuper500 #IndiaontheRise #Badminton pic.twitter.com/Q91QxNWUhZ
ଅନ୍ୟପଟେ ଦୁଇ ପୂର୍ବତନ ବିଶ୍ବ ନମ୍ବର ୧ଙ୍କ ମଧ୍ୟରେ ଖେଳାଯାଇଥିବା ଅନ୍ୟଏକ ମୁକାବିଲାରେ ଶ୍ରୀକାନ୍ତ ୨୧-୧୨, ୧୮-୨୧, ୨୧-୧୨ରେ ୱନ ହୋଙ୍କୁ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ହରାଇଛନ୍ତି । ଏଥିସହ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
PTI