ETV Bharat / sports

ଶ୍ରୀନଗରରେ ରୋଇଂ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍‌ଘାଟନ କଲେ କ୍ରୀଡାମନ୍ତ୍ରୀ

ଶ୍ରୀନଗରରେ ଖେଲୋ ଇଣ୍ଡିଆ ରୋଇଂ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍‌ଘାଟନ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

author img

By

Published : Apr 10, 2021, 8:10 PM IST

Sports minister inaugurates rowing centre in Srinagar
ଶ୍ରୀନଗରରେ ରୋଇଂ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍‌ଘାଟନ କଲେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଶନିବାର ଶ୍ରୀନଗରରେ ଖେଲୋ ଇଣ୍ଡିଆ ରୋଇଂ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍‌ଘାଟନ କରିଛନ୍ତି । ଡାଲ ହ୍ରଦରେ ଏହି ଟ୍ରେନିଂ ସେଣ୍ଟର ରହିଛି । ଜମ୍ମୁ-କାଶ୍ମୀର ସ୍ପୋର୍ଟ୍ସ କାଉନସିଲ 16ଟି ନୂଆ ବୋଟ୍‌ ସହ ସେଣ୍ଟରର ନବୀକରଣ କରିଛି ।

50ଜଣ ନିୟମିତ ଆଥଲେଟ ଏଠାରେ ରହିଛନ୍ତି । ଏହି ସେଣ୍ଟର ଜଳ କ୍ରୀଡା ପ୍ରତି ସ୍ଥାନୀୟ ଯୁବକଙ୍କୁ ଆକୃଷ୍ଟ କରିବ କହିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ।

  • I can assure that the real talents of Jammu & Kashmir will be identified and trained through Khelo India programs for Winter Sports, Surface Games as well as Water Sports. India is on the path to realize hon'ble PM @narendramodi Ji's vision of making India a sporting nation. https://t.co/TpYEx6T9Gb pic.twitter.com/ZviCgCY2Hm

    — Kiren Rijiju (@KirenRijiju) April 10, 2021 " class="align-text-top noRightClick twitterSection" data=" ">

ଏହି ନୂଆ କେନ୍ଦ୍ର ଘାଟି ଅଞ୍ଚଳରେ କ୍ରୀଡା ପ୍ରୋତ୍ସାହନରେ ନୂଆ ଅବସର ହେବ କହିଛନ୍ତି କାଶ୍ମୀର ଉପତ୍ୟକାର ଜଣେ ଜାତୀୟ ସ୍ତରୀୟ କୋଚ୍‌ ।

ପୂର୍ବରୁ କ୍ରୀଡା ମନ୍ତ୍ରଣାଳୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଆୟୋଜନ ଗୁଲମାର୍ଗରେ କରିଥିଲା । ମହିଳା ଫୁଟବଲ ଲିଗ ମଧ୍ୟ ମାରାଥନ ରେସ୍‌ ପାହାଲଗମରେ କରିବାକୁ ଯୋଜନା କରିଛି କ୍ରୀଡା ମନ୍ତ୍ରଣାଳୟ ।

ରୋଇଂ ସେଣ୍ଟର ପାଇଁ ମନ୍ତ୍ରଣାଳୟ 145.16ଲକ୍ଷ ଟଙ୍କା ପ୍ରଦାନ କରିଥିଲା । କେନ୍ଦ୍ର ସରକାର ଜମ୍ମୁର ମୌଲାନା ଆଜାଦ ଷ୍ଟାଡିୟମକୁ ନୂଆ ରୂପ ଦେବାକୁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି । ଦେଶରେ ମୋଟ 24ଟି ଖେଲୋ ଇଣ୍ଡିଆ ଟ୍ରେନିଂ ସେଣ୍ଟର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.