ETV Bharat / sports

ପିଏମ କେୟାର ପାଣ୍ଠିକୁ 76 ଲକ୍ଷ ଟଙ୍କା ଦେଲେ ସାଇ କର୍ମଚାରୀ - SAI employees

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ) କର୍ମଚାରୀମାନେ ବର୍ତ୍ତମାନ ପିଏମ କେୟାର ପାଣ୍ଠିକୁ 76 ଲକ୍ଷ ଟଙ୍କା ଦାନ କରିଛନ୍ତି ।

sai-employees-contribute-rs-76-lakh-to-pm-cares-fund
ପିଏମ କେୟାର ପାଣ୍ଠିକୁ 76 ଲକ୍ଷ ଟଙ୍କା ଦେଲେ ସାଇ କର୍ମଚାରୀ
author img

By

Published : Mar 31, 2020, 9:04 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଲଢେଇରେ ସାମିଲ ହୋଇଛି କ୍ରୀଡାଜଗତ । କ୍ରୀଡାବିତ ମାନେ କିଛି ନା କିଛି ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ଇତିମଧ୍ୟରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ) କର୍ମଚାରୀମାନେ ବର୍ତ୍ତମାନ ପିଏମ କେୟାର ପାଣ୍ଠିକୁ 76 ଲକ୍ଷ ଟଙ୍କା ଦାନ କରିଛନ୍ତି । ଗ୍ରୁପ୍ ଏ, ବି ଏବଂ ସି କର୍ମଚାରୀମାନେ ମାର୍ଚ୍ଚରେ ଯଥାକ୍ରମେ 3, 2 ଏବଂ 1 ଦିନ ଦରମା ସହିତ ଏହି ଟଙ୍କା ଏକାଠି କରିଛନ୍ତି |

ଟ୍ବିଟରରେ କିରନ ରିଜିଜୁ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, ‘‘ ମୁଁ ଗର୍ବିତ ଅନୁଭବ କରୁଛି ଯେ ସ୍ପୋର୍ଟସ ଅଥରିଟିର କର୍ମଚାରୀମାନେ ଗ୍ରୁପ୍-ଏର 3 ଦିନ ଦରମା, ଗ୍ରୁପ୍ ବି’ର 2 ଦିନ ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ 1 ଦିନ ଦାନ କରିବାକୁ ଆଗେଇ ଆସିଛନ୍ତି । କରୋନାଭାଇରସ୍ ସହିତ ଲଢେଇ ଏହି ପଦକ୍ଷପ ସ୍ବାଗତ ଯୋଗ୍ୟ’’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.