ETV Bharat / sports

ଅଞ୍ଜୁମ ମୌଦଗିଲ ଖେଳରତ୍ନ, ଜଶପଲ ରାଣା ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ

ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ(NSAI) କ୍ରୀଡା ପୁରସ୍କାର ପାଇଁ ଖେଳାଳିଙ୍କ ନାମ ସୁପାରିଶ କରିଛି । ଅଞ୍ଜୁମ ମୌଦଗିଲଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଓ ଜଶପାଲ ରାଣାଙ୍କୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

Rifle Association of India nominates Anjum Moudgil for Khel Ratna, Jaspal Rana for Dronachary Award
ଅଞ୍ଜୁମ ମୌଦଗିଲ ଖେଳରତ୍ନ, ଜଶପଲ ରାଣା ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ
author img

By

Published : May 14, 2020, 5:08 PM IST

ନୂଆଦିଲ୍ଲୀ: ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ(NSAI) କ୍ରୀଡା ପୁରସ୍କାର ପାଇଁ ଖେଳାଳିଙ୍କ ନାମ ସୁପାରିଶ କରିଛି । ଅଞ୍ଜୁମ ମୌଦଗିଲଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏଥିସହିତ ଜଶପାଲ ରାଣାଙ୍କୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ଚମ୍ପିଆନ ପିସ୍ତଲ ସୁଟର ସୌରଭ ଚୌଧୁରୀ ଓ ଅଭିଷେକ ବର୍ମାଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି ଭାରତୀୟ ରାଇଫଲ ଆସୋସିଏସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.