ETV Bharat / sports

ପିଟି ଉଷାଙ୍କୁ ‌ଆଇଏଏଏଫ୍‌ ଭେଟରାନ୍‌ ପିନ୍‌ ଆୱାର୍ଡ - ପିଟି ଉଷା

ପୂର୍ବତନ ଭାରତୀୟ ଆଥେଲଟ ତଥା ଅଲମ୍ପିୟାନ ପିଟି ଉଷାଙ୍କୁ ଅନ୍ତର୍ଜାତୀୟ ଆଥଲେଟିକ୍‌ ସଂଘର ସମ୍ମାନଜନକ ଭେଟରାନ୍‌ ପିନ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 25, 2019, 10:58 PM IST

ଦୋହା: ପୂର୍ବତନ ଭାରତୀୟ ଆଥେଲଟ ତଥା ଅଲମ୍ପିୟାନ ପିଟି ଉଷାଙ୍କୁ ଅନ୍ତର୍ଜାତୀୟ ଆଥଲେଟିକ୍‌ ସଂଘର ସମ୍ମାନଜନକ ଭେଟରାନ୍‌ ପିନ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି । ଦୋହାରେ ଆୟୋଜିତ 52ତମ ଆଇଏଏଏଫ୍‌ କନଫରେନ୍ସରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ପିଟି ଉଷାଙ୍କୁ ‌ଆଇଏଏଏଫ୍‌ ଭେଟରାନ୍‌ ପିନ୍‌ ଆୱାର୍ଡ
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏଥିରେ ନିଜର ଖୁସି ବ୍ୟକ୍ତ କରି ଉଷା ଟ୍ବିଟ କରିଛନ୍ତି । ଉଷା ଲେଖିଛନ୍ତି, " ମୋତେ ସମ୍ମାନଜନକ ଭେଟରାନ ପିନ୍‌ ଆୱର୍ଡ ମିଳିଥିବାରୁ ମୁଁ ଆଇଏଏଏଫ୍‌ ଓ ସଭାପତି ସେବାଷ୍ଟିଆନ୍‌ କୋଇଙ୍କୁ ଧନ୍ୟବାଦ ଜଣାଉଛି। ଆମ ଦେଶରେ ଆଥଲେଟକ୍ସର ଅଭିବୃଦ୍ଧି ପାଇଁ ମୁଁ ନିୟମିତ କାର୍ଯ୍ୟ କରି ଚାଲିବି।"

ଉଲ୍ଲେଖଥାଉ କି, 1984ରେ ଲସ୍‌ ଆଞ୍ଜେଲ ଆୟୋଜିତ ଅଲମ୍ପିକରେ ଉଷା 400 ମିଟର ହର୍ଡଲ୍ସ ଦୌଡ଼ରେ ଭାଗ ନେଇଥିଲେ । ମାତ୍ର 1/100 ସେକେଣ୍ଡ ପାଇଁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । 1983ରେ ଅର୍ଜୁନ ଆୱର୍ଡ ଓ 1985ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଉଷା ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.