ETV Bharat / sports

ୟୁପି ଯୋଦ୍ଧା ଓ ତାମିଲ ଥାଲାଇଭାସ ମ୍ୟାଚ ଅମୀମାସିଂତ ଶେଷ

ୟୁପି ଯୋଦ୍ଧା ଓ ତାମିଲ ଥାଲାଇଭାସ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଛି । ଅନ୍ୟଏକ ମ୍ୟାଚରେ ହରିୟାଣା ଷ୍ଟିଲରସ ପାଟନା ପାଇରାଟସକୁ  35-26 ପଏଣ୍ଟରେ ହରାଇଛି ।

author img

By

Published : Aug 8, 2019, 9:26 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ପାଟନା: ପ୍ରୋ କବାଡି ଲଢେଇରେ ୟୁପି ଯୋଦ୍ଧା ଓ ତାମିଲ ଥାଲାଇଭାସ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଛି । ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର। ରୋମାଞ୍ଚକର ମୁକାବିଲାରେ ମ୍ୟାଚର ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଛକାପଞ୍ଝା ଲାଗିରହିଥିଲା । ଶେଷରେ ସମାନ 28-28 ପଏଣ୍ଟରେ ମ୍ୟାଚ ଅମୀମାସିଂତ ଭାବେ ଶେଷ ହୋଇଥିଲା ।

pkl

ମ୍ୟାଚର ପ୍ରଥମାର୍ଦ୍ଧରେ ୟୁପି ଯୋଦ୍ଧା 16-11 ପଏଣ୍ଟରେ ଆଗୁଆ ରହିଥିଲା । ତେବେ ତାମିଲ ଥାଲାଇଭାସର ରେଡରସ ଜବରଦସ୍ତ ଆକ୍ରମଣ କରିଥିଲେ । ୟୁପି ଯୋଦ୍ଧା ଶିବିରରେ ଭୟ ଭରିଯାଇଥିଲା । ମ୍ୟାଚର ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଥିଲା । ପୁନର୍ବାର ତାମିଲ ଥାଲାଇଭାସ ପଲ୍ଲା ଭାରି ହୋଇଥିଲା।

ମ୍ୟାଚର 2ୟ ଅର୍ଧରେ 17-12 ପଏଣ୍ଟରେ ତାମିଲ ଥାଲାଇଭାସ ଆଗୁଆ ରହିଥିଲା । ତେବେ ମ୍ୟାଚର ମୋଡ ପୁଣି ବଦଳିଥିଲା । ଚାପରେ ଥିବା ସତ୍ତ୍ବେ ୟୁପି ଯୋଦ୍ଧା, ଲଢୁଆ ପ୍ରଦର୍ଶନ କରି ମ୍ୟାଚକୁ ଫେରିଥିଲା । ଫଳରେ ମ୍ୟାଚ ଶେଷ ହେବା ବେଳକୁ 28-28 ଫଏଣ୍ଟରେ ଉଭୟ ଦଳଙ୍କ ପଏଣ୍ଟ ବରାବର ରହିଥିଲା । ଅନ୍ୟଏକ ମ୍ୟାଚରେ ହରିୟାଣା ଷ୍ଟିଲରସ ପାଟନା ପାଇରାଟସକୁ 35-26 ପଏଣ୍ଟରେ ହରାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.