ETV Bharat / sports

ଦିପକ ଦମଦାର, ହରିୟାଣା ଷ୍ଟିଲରସକୁ ହରାଇଲା ଜୟପୁର

ପ୍ରୋ କବାଡି ଲିଗରେ ହରିୟାଣା ଷ୍ଟିଲରସକୁ 37-21 ପଏଣ୍ଟରେ ହରାଇଲା ଜୟପୁର ପିଙ୍କ ପାନ୍ଥରସ ।

author img

By

Published : Aug 1, 2019, 10:55 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ମୁମ୍ବାଇ: ପ୍ରୋ କବାଡି ଲିଗରେ ହରିୟାଣା ଷ୍ଟିଲରସକୁ 37-21 ପଏଣ୍ଟରେ ହରାଇଲା ଜୟପୁର ପିଙ୍କ ପାନ୍ଥରସ । ଏହି ମ୍ୟାଚରେ ଷ୍ଟାର ରେଡର ଦିପକ ହୁଡ୍ଡାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳଥିଲା। ଫଳରେ ଜୟପୁର ପିଙ୍କ ପାନ୍ଥରସ ହରିୟାଣା ଷ୍ଟିଲରସ ଉପରେ ଭାରି ପଡିଥିଲା ।

PKL

ଜୟପୁର କ୍ୟାପଟେନ ଦିପକ ହୁଡ୍ଡା ସର୍ବାଧିକ 14ପଏଣ୍ଟ ଅକ୍ତିଆର କରିଥିଲେ । ଅନ୍ୟତମ ଜୟପୁର ଖେଳାଳି ସନ୍ଦିପ ଧୁଲ 6 ପଏଣ୍ଟ ଓ ବିଶାଲ 4 ପଏଣ୍ଟ ହାସଲ କରି ଦଳ ବିଜୟକୁ ସୁନିଶ୍ଚିତ କରିଥିଲେ । ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଜୟପୁର 13-8 ପଏଣ୍ଟରେ ଆଗୁଆ ରହିଥିଲା ।

ହରିୟାଣା ଷ୍ଟିଲରସକୁ କୌଣସି ସୁଯୋଗ ଦେଇନଥିଲା ଦିପକ ହୁଡ୍ଡାଙ୍କ ଜୟପୁର ପିଙ୍କ ପାନ୍ଥରସ । ଲଗାତାର ଆକ୍ରମଣାତ୍ମକ ଖେଳି ହରିୟାଣା ଷ୍ଟିଲରସକୁ ଅଲଆଉଟ କରିଥିଲା । ଫଳରେ ପଏଣ୍ଟ 17-8ରେ ପହଞ୍ଚିଥିଲା । ଏହି ବ୍ୟବଧାନକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାକୁ ଜୟପୁର ଖେଳାଳି ସକ୍ଷମ ହୋଇଥିଲେ । ପଳରେ 37-21 ପଏଣ୍ଟରେ ଜୟପୁର ପିଙ୍କ ପାନ୍ଥରସ ବିଜୟୀ ହୋଇଥିଲା। ଅନ୍ୟଏକ ମ୍ୟାଚରେ ଯୁପି ଯୋଦ୍ଧା 27-23 ପଏଣ୍ଟରେ ୟୁ ମୁମ୍ବାକୁ ହରାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.