ETV Bharat / sports

କୋରୋନା ନେଲା ସ୍କ୍ବାସ ଖେଳାଳିଙ୍କ ଜୀବନ - ସ୍କ୍ବାସ ଖେଳାଳି

କୋରୋନା ଯୋଗୁଁ ଚାଲିଗଲା ଆଉ ଏକ ଖେଳାଳିଙ୍କ ଜୀବନ । ଏହି ମହାମାରୀ ଯୋଗୁଁ ପାକିସ୍ତାନର ମହାନ ସ୍କ୍ବାସ ଖେଳାଳି ଆଜମ ଖାନଙ୍କ ମୃତ୍ୟୁ ହୋଇଛି ।

କୋରୋନା ନେଲା ସ୍କ୍ବାସ ଖେଳାଳିଙ୍କ ଜୀବନ
azam khan
author img

By

Published : Mar 30, 2020, 2:52 PM IST

କରାଚି: ପାକିସ୍ତାନର ମହାନ ସ୍କ୍ବାସ ଖେଳାଳି ଆଜମ ଖାନ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ତାଙ୍କର ଦେହାନ୍ତ ଲଣ୍ଡନ ଠାରେ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 95ବର୍ଷ ହୋଇଥିଲା ।

azam khan
ପାକିସ୍ତାନ ସ୍କ୍ବାସ ଖେଳାଳି ଆଜମ ଖାନ

ଏହାର ସୂଚନା ତାଙ୍କର ପରିବାରବର୍ଗ ଦେଇଛନ୍ତି । ଗତ ସପ୍ତାହରେ ଆଜମଙ୍କ କୋରୋନା ଟେଷ୍ଟରେ ପିଜିଟିଭ ଆସିଥିଲା ।

1959ରୁ1961 ମଧ୍ୟରେ କ୍ରମାଗତ ଭାବେ ସେ ବ୍ରିଟିଶ ଓପନର ଟାଇଟଲ ନିଜ ନାଁରେ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.