ETV Bharat / sports

ଟେବୁଲ ଟେନିସ: ଓମାନ ଓପନ ଟାଇଟଲ ଜିତିଲେ ଜିତ୍

ଓମାନ ଓପନର 21 ବର୍ଷରୁ କମ ପୁରୁଷ ସିଙ୍ଗଲସ ଟାଇଟାଲ ହାସଲ କରିଛନ୍ତି ଜିତ୍‌ ଚନ୍ଦ୍ରା । ଭାରତୀୟ ଯୁବ ଟେନିସ ଖେଳାଳି ଜିତ୍‌ ଚନ୍ଦ୍ରା ବିଶ୍ବର ନଂ 2 ଖେଳାଳି ମାନବ ଠକ୍କରଙ୍କୁ ପରାସ୍ତ କରିଛନ୍ତି ।

author img

By

Published : Mar 14, 2020, 11:35 PM IST

oman-open-
oman-open-

ହାଇଦ୍ରାବାଦ: ଭାରତୀୟ ଯୁବ ଟେନିସ ଖେଳାଳି ଜିତ୍‌ ଚନ୍ଦ୍ରା ବିଶ୍ବର ନଂ 2 ଖେଳାଳି ମାନବ ଠକ୍କରଙ୍କୁ ପରାସ୍ତ କରିଛନ୍ତି । ଜିତ୍‌ ଚନ୍ଦ୍ରା ଓମାନ ଓପନର 21 ବର୍ଷରୁ କମ ପୁରୁଷ ସିଙ୍ଗଲସ ଟାଇଟାଲ ହାସଲ କରିଛନ୍ତି ।

ବିଶ୍ବର 18ନଂ ଖେଳାଳି ଚନ୍ଦ୍ରା ପ୍ରତିଦ୍ବନ୍ଦ୍ବୀ ଠକ୍କରଙ୍କୁ 11-6, 11-7, 13-11 ସେଟ୍‌ରେ ପରାସ୍ତ କରିଛନ୍ତି ।

2ଟି ସେଟ୍‌ରେ ଠକ୍କର ପରାସ୍ତ ପରେ 3ୟ ସେଟ୍‌ରେ ଠକ୍କର-ଚନ୍ଦ୍ରାଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ମାତ୍ର ଅନ୍ତିମ ସେଟ୍‌କୁ ବି ବାଜି ମାରି ନେଇଥିଲେ ଚନ୍ଦ୍ରା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.