ETV Bharat / sports

'ସର୍ବଦା ଆତ୍ମସମ୍ମାନ ପାଇଁ ଲଢ'

ଅଭିନବ ବିନ୍ଦ୍ରା ଭାରତୀୟ ଆଥଲେଟ୍ସଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହ ଖେଳାଳିମାନେ ସର୍ବପ୍ରଥମେ ନିଜର ଗୌରବ ଓ ଆତ୍ମସମ୍ମାନ ପାଇଁ ଲଢିବାକୁ କହିଛନ୍ତି ।

author img

By

Published : Aug 12, 2019, 4:41 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ସୁଟର ଅଭିନବ ବିନ୍ଦ୍ରା, ଟ୍ବିଟ କରି ଭାରତୀୟ ଆଥଲେଟିକ୍ସଙ୍କୁ ଶୁଭକାମନା ଜଣାଇଛନ୍ତି । ସର୍ବଦା ପ୍ରଥମେ ନିଜର ଗୌରବ ଓ ଆତ୍ମସମ୍ମାନ ପାଇଁ ଲଢିବାକୁ ସେ କହିଛନ୍ତି ।

11 ଅଗଷ୍ଟ 2008ରେ ଅଭିନବ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ସେ ବେଜିଂ ଅଲମ୍ପିକ୍ସରେ 10 ମିଟର ଏୟାର ରାଇଫଲ ଇଭେଣ୍ଟ ଫାଇନାଲରେ 10.8 ସ୍କୋର ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳି ଅଧିକରୁ ଅଧିକ ପଦକ ଜିତିବେ ବୋଲି ବିନ୍ଦ୍ରା ଆଶା ରଖିଛନ୍ତି ।

Abhinav Bindra wishes
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Abhinav_Bindra)

ବିନ୍ଦ୍ରା ଟ୍ବିଟ କରି ଲେଖିଛନ୍ତି, ‘ଏବେଠାରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ବହୁତ ସ୍ବର୍ଣ୍ଣ ପଦକ ଜିତିବାରେ ବ୍ୟସ୍ତ ଥିବେ ବୋଲି ମୋର ଦୃଢ ବିଶ୍ବାସ । ଏଥିପାଇଁ ସମସ୍ତଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ସେଥିପାଇଁ ସବୁ ଖେଳାଳିଙ୍କୁ ଶୁଭକାମନା ଜଣାଉଛି । ତେବେ ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କର ନିଜର ଗୌରବ ଓ ଆତ୍ମସମ୍ମାନ ପାଇଁ ସେମାନେ ଲଢିବେ। "

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.