ETV Bharat / sports

ବକ୍ସର ସିମ୍ରନଜିତ କୌର କୋରାନା ପଜିଟିଭ

ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ସିମ୍ରନଜିତ କୌର କୋରାନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

Olympic-bound boxer Simranjit Kaur tests positive for COVID-19
ବକ୍ସର ସିମ୍ରନଜିତ କୌର କୋରାନା ପଜିଟିଭ
author img

By

Published : Apr 25, 2021, 9:56 PM IST

ନୂଆଦିଲ୍ଲୀ: ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ସିମ୍ରନଜିତ କୌର କୋରାନା ପଜିଟିଭ ଚିହ୍ନଟ । ଫଳରେ ଅଭ୍ୟାସରୁ ବିରତି ନେବେ ସିମ୍ରନଜିତ । ଇନ୍ଦିରା ଗାନ୍ଧି ଇନଡୋର୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଗତ ଚାରିଦିନ ଧରି ଆଇସୋଲେସନରେ ରହିଛନ୍ତି । ଏହା କହିଛନ୍ତି ଜାତୀୟ ମହିଳା କ୍ୟାମ୍ପ୍‌ର ଜଣେ ସହକାରୀ କୋଚ ।

25 ବର୍ଷୀୟା ପଞ୍ଜାବ ବକ୍ସର ଗତ ବର୍ଷ ମାର୍ଚ୍ଚରେ 60 କିଲୋଗ୍ରାମ ମହିଳା ବର୍ଗରେ ଯୋଗ୍ୟତା ଅର୍ଜନ କରିଥିଲେ ।

ଚଳିତ ମାସ, ଇନ୍ଦିରା ଗାନ୍ଧି ଇନଡୋର୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଜାତୀୟ କ୍ୟାମ୍ପ୍‌ରେ ସାମିଲ ହୋଇଥିବା ଏକାଧିକ ଭାରତୀୟ ମହିଳା ବକ୍ସିଂ ଟିମର ସଦସ୍ୟ ଓ କୋଚିଂ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇଛନ୍ତି ।

ଜବାହାରଲାଲ ନେହେରୁ ଷ୍ଟାଡିୟମରେ ସୁସ୍ଥ ଥିବା ବକ୍ସର ରହିଛନ୍ତି । ସିମ୍ରନଜିତଙ୍କ ଦ୍ବିତୀୟ କୋଭିଡ-19 RT-PCR ଟେଷ୍ଟ ପଜିଟିଭ ଜଣାପଡିଥିଲା । ଫଳରେ ତାଙ୍କୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.