ETV Bharat / sports

ବାରବାଟୀ ଫାଇଟ ପାଇଁ ଇଂଲଣ୍ଡରୁ OCA ମଗାଇଲା ହୋଭର କଭର

ଜୁନ 12 ରେ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା । ବର୍ଷା ଆଶଙ୍କା ଥିବାରୁ ଇଂଲଣ୍ଡରୁ OCA ମଗାଇଲା ହୋଭର କଭର । ଅଧିକ ପଢନ୍ତୁ

ବାରବାଟୀ ଫାଇଟ ପାଇଁ ଇଂଲଣ୍ଡରୁ OCA ମଗାଇଲା ହୋଭର କଭର
ବାରବାଟୀ ଫାଇଟ ପାଇଁ ଇଂଲଣ୍ଡରୁ OCA ମଗାଇଲା ହୋଭର କଭର
author img

By

Published : May 21, 2022, 10:43 PM IST

କଟକ: ଜୁନ 12 ରେ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା । ଏବେଠୁ ଉତ୍ସାହିତ ହେଲେଣି କ୍ରୀଡ଼ାପ୍ରେମୀ । କାରଣ ଦୀର୍ଘ ଦୁଇବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ତେଣୁ ଏହି ଜୁନ ମାସରେ ବର୍ଷା ସମ୍ଭବନା ରହିଥିବାରୁ ଓସିଏ ଆଣିଛି ସ୍ଵତନ୍ତ୍ର ଯୋଜନା ।

ବାରବାଟୀ ଫାଇଟ ପାଇଁ ଇଂଲଣ୍ଡରୁ OCA ମଗାଇଲା ହୋଭର କଭର

ପିଚ ଓ ଆଉଟ ଫିଲ୍ଡକୁ ସମ୍ପୂର୍ଣ୍ଣ ଘୋଡାଇବା ପାଇଁ ଇଂଲଣ୍ଡରୁ ହୋଭର କଭର ମଗାଇଛି ଓଡିଶା କ୍ରିକେଟ ସଙ୍ଘ । ଯାହା ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ବାରବାଟୀରେ ପହଞ୍ଚିବ । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବେଙ୍ଗଲ କ୍ରିକେଟ ସଙ୍ଘର 25 ରୁ ଊର୍ଦ୍ଧ୍ବ ତାଲିମ ପ୍ରାପ୍ତ କର୍ମଚାରୀ ଓସିଏ ଆସିବା ପାଇଁ ସ୍ଥିର ହୋଇଛି । ଏହାସହ ଓସିଏ ନିକଟରେ ବର୍ତ୍ତମାନ ଗୋଟିଏ ଅଷ୍ଟ୍ରେଲିଆନ ସୁପର ସବର ରହିଛି ଏବଂ ଗୋଟିଏ ସୁପର ସବର ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ମୁତୟନ ଥିବା ନେଇ କହିଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.