ETV Bharat / sports

ଜୁଲାଇ 31ରୁ ବାସ୍କେଟବଲ ଆରମ୍ଭ, NBAର ଗ୍ରୀନ ସିଗନାଲ - NBA season restart

ଜୁଲାଇ 31ରୁ ଆରମ୍ଭ ହେବ 2019-2020 ବାସ୍କେଟବଲ ସିଜିନ । ଏନେଇ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (NBA) ବୋର୍ଡ ଗଭର୍ଣ୍ଣର ଅନୁମତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

NBA Board of Governors approves 22-team format to restart 2019-2020 season
ଜୁଲାଇ 31ରୁ ବାସ୍କେଟବଲ ଆରମ୍ଭ, NBAର ଅନୁମତି
author img

By

Published : Jun 5, 2020, 3:24 PM IST

ନ୍ୟୁ ୟର୍କ: ଜୁଲାଇ 31ରୁ ଆରମ୍ଭ ହେବ 2019-2020 ବାସ୍କେଟବଲ ସିଜିନ । ଏନେଇ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (NBA) ବୋର୍ଡ ଅନୁମତି ପ୍ରଦାନ କରିଛି ।

ଚଳିତ ସିଜିନରେ ମୋଟ 22ଟି ଟିମ ଫେରିବା ନେଇ ସ୍ଥିର ହୋଇଛି । ତେବେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ(NBA) ଓ ନ୍ୟାସନାଲ ବାସ୍କେଟବଲ ଖେଳାଳି ଆସୋସିଏସନ(NBPA) ମିଳିତ ଭାବେ ସୁରକ୍ଷା ନେଇ ଆଲୋଚନା ଜାରି ରଖିଛନ୍ତି । ମ୍ୟାଚ ସମୟରେ ସତର୍କତା ମୂଳକ ପଦକ୍ଷେପ ନେଇ, ସଂକ୍ରମକ ରୋଗ ବିଶେଷଜ୍ଞ, ଅଭିଜ୍ଞ ସ୍ବାସ୍ଥ୍ୟ ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ପରାମର୍ଶ ଗ୍ରହଣ କରୁଛନ୍ତି ।

2019-20 ସିଜିନ ପୂର୍ବ ନିର୍ଧାରିତ ପ୍ଲ-ଅଫ୍ ଫର୍ମାଟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ପ୍ରଥମ ରାଉଣ୍ଡ, କନ୍ଫରେନ୍ସ ସେମିଫାଇନାଲ, କନ୍ଫରେନ୍ସ ଫାଇନାଲ ଓ NBA ଫାଇନାଲ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.