ETV Bharat / sports

କୋରୋନା ଭାଇରସ: ସ୍ଥଗିତ ହେଲା ଜାତୀୟ ମହିଳା କୁସ୍ତି କ୍ୟାମ୍ପ - ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

କୋରାେନା ଭାଇରସ କାରଣରୁ ସ୍ଥଗିତ ହେଲା ଜାତୀୟ ମହିଳା କୁସ୍ତି କ୍ୟାମ୍ପ ।

National Women's Wrestling Camp postponed due to Covid-19
କୋରୋନା ଭାଇରସ: ସ୍ଥଗିତ ହେଲା ଜାତୀୟ ମହିଳା କୁସ୍ତି କ୍ୟାମ୍ପ
author img

By

Published : Aug 22, 2020, 7:31 PM IST

ନୂଆଦିଲ୍ଲୀ: କୋରାେନା ଭାଇରସ କାରଣରୁ ସ୍ଥଗିତ ହେଲା ଜାତୀୟ ମହିଳା କୁସ୍ତି କ୍ୟାମ୍ପ । ଆସନ୍ତା ମାସ 1ତାରିଖରୁ ଏହି ଅଭ୍ୟାସ କ୍ୟାମ୍ପ ଆରମ୍ଭ ନେଇ ସୂଚୀ ରହିଥିଲା ।

ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତି କରୁଥିବା ମହିଳା କୁସ୍ତି ଯୋଦ୍ଧାଙ୍କ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଲକ୍ଷ୍ନୌ କ୍ୟାମ୍ପସରେ ଏହି କ୍ୟାମ୍ପ ଆରମ୍ଭ ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ଭାରତୀୟ କୁସ୍ତି ସଂଘ ପକ୍ଷରୁ ଏକ ଅଫିସିଆଲ ଘୋଷଣାନାମାରେ କୁହାଯାଇଛି ।

ପୂର୍ବରୁ ଡିସେମ୍ବରରେ ସିନିୟର ନ୍ୟାସନାଲ କୁସ୍ତି ଚମ୍ପିଆନସିପ ଆରମ୍ଭ ନେଇ WFI ଘୋଷଣା କରିଥିଲା । ଡିସେମ୍ବର 18ରୁ 20 ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଗୋଣ୍ଡା ଠାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଘୋଷଣା କରିଥିଲା ଭାରତୀୟ କୁସ୍ତି ସଂଘ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.