ETV Bharat / sports

ନିଜ ଘରେ ଆତ୍ମହତ୍ୟା କଲେ ସୁଟର ନମନବୀର ବ୍ରାର - ସୁଟର ନମନବୀର ବ୍ରାର

ମୋହାଲିର ସେକ୍ଟର ୭୧ ଅଞ୍ଚଳରେ ୧୦୯୭ ନମ୍ବର ଘରେ ପରିବାର ସହିତ ରହୁଥିଲେ ସୁଟର ନମନବୀର ବ୍ରାର । ଦକ୍ଷିଣ କୋରିଆ ଗେମ୍ସରେ ଡବଲ-ଟ୍ରାପ ସୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଅଧିକ ପଢନ୍ତୁ...

National-level shooter Namanveer Singh Brar commits suicide
ନିଜଘରେ ଆତ୍ମହତ୍ୟା କଲେ ସୁଟର ନମନବୀର ବ୍ରାର
author img

By

Published : Sep 14, 2021, 10:54 PM IST

ଚଣ୍ଡିଗଡ: ନିଜ ଘରେ ଆତ୍ମହତ୍ୟା କଲେ ଜାତୀୟ ସ୍ତରୀୟ ସୁଟର ନମନବୀର ବ୍ରାର । ନିଜ ମୋହାଲିସ୍ଥିତ ଘରେ ନମନବୀରଙ୍କୁ ମୃତ ଭାବେ ଉଦ୍ଧାର କରାଯାଇଛି । ମୋହାଲିର ସେକ୍ଟର ୭୧ ଅଞ୍ଚଳରେ ୧୦୯୭ ନମ୍ବର ଘରେ ପରିବାର ସହିତ ରହୁଥିଲେ ବ୍ରାର । ଏହି ଦୁଃଖଦ ଘଟଣାରେ ପରିବାରରେ ଶୋକାକୁଳ ପରିବେଶ ରହିଛି ।

୨୮ ବର୍ଷୀୟ ଟ୍ରାପ ସୁଟରଙ୍କ ଠାରୁ ଗୁଳି ମିଳିଥିବା ମୋହାଲି DSP ଗୁରସର ସିଂହ କହିଛନ୍ତି । DSPଙ୍କ ସୂଚନା ଅନୁଯାୟୀ, ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ନିଆଁ ଲାଗି ଦୁର୍ଘଟଣା ଘଟିଛି ସ୍ପଷ୍ଟ ହୋଇନାହିଁ ।

ଦକ୍ଷିଣ କୋରିଆ ଗେମ୍ସରେ ଡବଲ-ଟ୍ରାପ ସୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ବ୍ରାର । ଚଳିତ ବର୍ଷ ମାର୍ଚ୍ଚରେ ସେ ଦିଲ୍ଲୀରେ ଅନୁଷ୍ଠିତ ISSF ବିଶ୍ବକପରେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.