ETV Bharat / sports

କ୍ରୀଡାମନ୍ତ୍ରଣାଳୟର ଅନଲାଇନ କୋଚିଂ: ଦ୍ବିତୀୟ ଦିନରେ ଯୋଗଦେଲେ 5ହଜାର କୋଚ

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଓ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF) ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ ୱାର୍କସପର 2ୟ ଦିନରେ, ପ୍ରାୟ 5ହଜାରରୁ ଅଧିକ କୋଚ ଯୋଗ ଦେଇଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ।

author img

By

Published : Apr 18, 2020, 10:18 AM IST

More than 5,000 coaches attend second day of 21-day online workshop
କ୍ରୀଡାମନ୍ତ୍ରଣାଳୟର ଅନଲାଇନ କୋଚିଂ: ଦ୍ବିତୀୟ ଦିନରେ ଯୋଗଦେଲେ 5ହଜାର କୋଚ

ନୂଆଦିଲ୍ଲୀ: ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଓ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF) ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ କୋଚିଂର ଆଜି 3ୟ ଦିନ । 2ୟ ଦିନରେ ପ୍ରାୟ 5000ରୁ ଅଧିକ କୋଚ ଏହି ୱାର୍କସପରେ ଯୋଗଦେଇଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ।

ଦେଶବ୍ୟାପୀ ଭିନ୍ନଭିନ୍ନ କ୍ରୀଡାର 14ଟି ବିଭାଗରେ 5075 ଜଣ କୋଚ 2ୟ ଦିନରେ ଅନଲାଇନ ୱାର୍କସପରେ ଅଂଶଗ୍ରହଣ କରିଥିଲେ । ଏହି ୱାର୍କସପରେ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ସଞ୍ଜୀବ ସିଂଙ୍କ ତତ୍ତ୍ବାବଧାନରେ ହୋଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ, ଓ ଭାରତୀୟ ତୀରନ୍ଦାଜ ଆସୋସିଏସନର ସଭାପତି ଅର୍ଜୁନ ମୁଣ୍ଡା ଉପସ୍ଥିତ ରହିଥିଲେ । ମେ 2 ତାରିଖ ପର୍ଯ୍ୟନ୍ତ ଏହି ଅନଲାଇନ ୱାର୍କସପ ଚାଲୁ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.