ETV Bharat / sports

କାତାର ଅନ୍ତର୍ଜାତୀୟ କପ: ଭାରୋତ୍ତୋଳନରେ ସ୍ବର୍ଣ୍ଣ ଜିତିଲେ ମୀରାବାଇ - ଭାରଉତ୍ତୋଳନରେ ମୀରାବାଇ ସ୍ବର୍ଣ୍ଣ

ଷଷ୍ଠ କାତାର ଅନ୍ତର୍ଜାତୀୟ କପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପୂର୍ବତନ ବିଶ୍ବ ଚମ୍ପିଆନ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ । ଅଧିକ ପଢନ୍ତୁ...

ମୀରାବାଇ ଚାନୁ
ମୀରାବାଇ ଚାନୁ
author img

By

Published : Dec 20, 2019, 8:08 PM IST

ଦୋହା: ଚମକିଲେ ପୂର୍ବତନ ବିଶ୍ବ ଚମ୍ପିଆନ ଭାରୋତ୍ତୋଳନକାରୀ ମିରାବାଇ ଚାନୁ । ଷଷ୍ଠ କାତାର ଅନ୍ତର୍ଜାତୀୟ କପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଷ୍ଟାର ଖେଳାଳି । ମଣିପୁରର ମିରାବାଇ 83 କେଜି ଓ 111 କେଜି ଭାର ସଫଳତାର ସହ ଉଠାଇ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

ଅଲମ୍ପିକ କ୍ବାଲିଫାୟର ଇଭେଣ୍ଟରେ 194 କିଲୋଗ୍ରାମ ଭାରୋତ୍ତୋଳନ କରି ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟାତା ହାସଲ କରିଛନ୍ତି ମାରୀବାଇ । 201 କେଜି ଭାର ଉତ୍ତୋଳନ ଏହି ଷ୍ଟାର ଖେଳାଳିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.