ETV Bharat / sports

15 ଅଗଷ୍ଟରୁ 2 ଅକ୍ଟୋବର ଯାଏଁ 'FIT INDIA FREEDOM RUN'

କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ 'ଦ ଫିଟ ଇଣ୍ଡିଆ ଫ୍ରିଡମ ରନ୍'ର ଆୟୋଜନ କରାଯିବ । ତେବେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅଗଷ୍ଟ 14ତାରିଖ ଦିନ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ଭିସି ମାଧ୍ୟମରେ ଦିନ 12ଟାରେ କରିବେ ।

SPORTS
SPORTS
author img

By

Published : Aug 14, 2020, 7:41 AM IST

ନୂଆଦିଲ୍ଲୀ: କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ 'ଦ ଫିଟ ଇଣ୍ଡିଆ ଫ୍ରିଡମ ରନ୍'ର ଆୟୋଜନ କରାଯିବ । ଏହି ଆୟୋଜନ 15 ଅଗଷ୍ଟରୁ ଆରମ୍ଭ ହୋଇ 2 ଅକ୍ଟୋବର ଯାଏଁ ଚାଲିବ । ତେବେ ମହମାରୀ କୋରୋନାକୁ ଦେଖି ଲୋକମାନେ ସାମାଜିକ ଦୂରତା ବଜାୟ ରଖି ନିଜର ସାମର୍ଥ୍ୟ ଗତି ଅନୁସାରେ କୌଣସି ସ୍ଥାନରେ ଦୌଡିବାକୁ ସରକାର କହିଛନ୍ତି । ତେବେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅଗଷ୍ଟ 14ତାରିଖ ଦିନ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ଭିସି ମାଧ୍ୟମରେ ଦିନ 12ଟାରେ କରିବେ ।

କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, 'ଦ ଫିଟ ଇଣ୍ଡିଆ ଫ୍ରିଡମ ରନ' ଏହା ଫିଟ ଇଣ୍ଡିଆ ମୁଭମେଣ୍ଟକୁ ଆହୁରି ମଜଭୁତ କରିବ । ଏଥିସହ ଆମ ଦେଶର ନାଗରିକମାନେ ନିଜ ଜୀବନଚର୍ଯ୍ୟାରେ ଫିଟନେସକୁ ସାମିଲ କରିବାର ଏକ ମାଧ୍ୟମ ପାଲଟିବ । ଏଥିସହ ଏହି ପ୍ରତିଯୋଗିତାର ଆବଶ୍ୟକତା ରହିଛି କାରଣ ଇମ୍ୟୁନିଟ ବଢାଇବା ପାଇଁ ଫିଟ ରହିବା ବହୁତ ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.