ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂତନ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଅଜୟ ସିଂହ - record

ଭାରତୀୟ ଭାର ଉତ୍ତୋଳନକାରୀ ଅଜୟ ସିଂହ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରେକର୍ଡ କରିଛନ୍ତି । 22 ବର୍ଷିୟ ଅଜୟ 81 କିଲୋଗ୍ରୋମ ବର୍ଗରେ ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି । ଅଜୟ ନିଜ ଶରୀର ଓଜନ ଠାରୁ 2ଗୁଣା ଓଜନର ଭାର(190କିଗ୍ରା) ଉଠାଇ ରେକର୍ଡ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 12, 2019, 11:53 PM IST

ହାଇଦ୍ରାବାଦ: ଭାରତୀୟ ଭାର ଉତ୍ତୋଳନକାରୀ ଅଜୟ ସିଂହ ରାଜ୍ୟଗୋଷ୍ଠି କ୍ରୀଡାରେ ନୂଆ ରେକର୍ଡ କରିଛନ୍ତି । 22 ବର୍ଷିୟ ଅଜୟ 81 କିଲୋଗ୍ରୋମ ବର୍ଗରେ ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି । ଅଜୟ ନିଜ ଶରୀର ଓଜନ ଠାରୁ 2ଗୁଣା ଓଜନର ଭାର(190କିଗ୍ରା) ଉଠାଇ ରେକର୍ଡ କରିଛନ୍ତି ।

ଏହି ରେକର୍ଡ ପ୍ରଦର୍ଶନ ସହିତ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଓ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ହାସଲ କରିଛନ୍ତି । ଏସିଆନ ୟୁଥ ଓ ଜୁନିୟର ଭାରଉତ୍ତୋଳନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ଅଜୟ, 148 କିଲୋଗ୍ରାମର ଭାର ସହଜରେ ସହଜରେ ଉଠାଇଥିଲେ । ଏହା ସିହତ ମୋଟ 338 କିଲୋଗ୍ରାମର ଭାର ଉତ୍ତୋଳନ କରିଛନ୍ତି ଅଜୟ ।

ଏହି ପ୍ରଦର୍ଶନ ପରେ ଅଜୟ, ଚଳିତ ବର୍ଷ ଏପ୍ରିଲରେ ଚାଇନାରେ ହୋଇଥିବା ଏସିଆନ ଚମ୍ପିଆନସିପ ପ୍ରଦର୍ଶନ 320 କିଲୋଗ୍ରାମ(142କିଗ୍ରା+178କିଗ୍ରା) ନିଜ ରେକର୍ଡକୁ ଭଙ୍ଗ କରିଛନ୍ତି । 81 କିଲୋଗ୍ରାମ ବିଭାଗରେ ପପୁଲ ଚାଙ୍ଗମାଇ ଅଜୟଙ୍କ ପଛକୁ ରହି ରୌପ୍ୟ ପଦକ ହାସଲ କରିଛନ୍ତି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.