ETV Bharat / sports

କୋରୋନା ମୁକାବିଲାରେ ଯୋଗ ମହତ୍ତ୍ବପୂର୍ଣ୍ଣ: କିରଣ ରିଜିଜୁ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସେପ୍ଟେମ୍ବର 27, 2014ରେ ମିଳିତ ଜାତିସଂଘ ପରିଷଦରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ରଖିଥିଲେ ।

kiren Rijiju celebrates International Yoga Day, says it is 'more relevant' amid COVID-19 crisis
କୋରୋନା ମୁକାବିଲା ସମୟରେ 'ଯୋଗ ମହତ୍ତ୍ବପୂର୍ଣ୍ଣ': କିରଣ ରିଜିଜୁ
author img

By

Published : Jun 21, 2020, 3:42 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଭିନ୍ନ ପ୍ରକାର ଯୋଗ ଆସନ ମଧ୍ୟ କରିଛନ୍ତି ରିଜିଜୁ । ଏନେଇ ଏକ ଭିଡିଓ ଟ୍ବିଟର ପେଜରେ ପୋଷ୍ଟ କରିଛନ୍ତି ।

ଏଥିସହିତ ଦେଶ ମହାମାରୀ କୋରୋନା ଭାଇରସ ସହ ଦେଶ ଲଢୁଥିବାବେଳେ, ବର୍ତ୍ତମାନ ସମୟରେ ଏହାର ଅଧିକ ଗୁରୁତ୍ବ ରହିଛି ବୋଲି ସେ କହିଛନ୍ତି ।

ସେପ୍ଟେମ୍ବର 27, 2014ରେ ମିଳିତ ଜାତିସଂଘ ପରିଷଦରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ରଖିଥିଲେ । ଏହାପରେ ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 21ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ଅନୁମତି ମିଳିଥିଲା । ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ଜୁନ 21ରେ ପ୍ରତିବର୍ଷ ବିଶ୍ବ ତମାମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.