ETV Bharat / sports

ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଟିମକୁ 5-5 ଲକ୍ଷ ପୁରସ୍କାର - ଭାରତୀୟ ଖୋଖୋ ଟିମ

13ତମ ଦକ୍ଷିଣ ଏସିଆନ ଗେମ୍ସରେ ଭଭୟ ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଟିମ ଚମ୍ପିଆନ ହୋଇଛନ୍ତି । ଏନେଇ ଭାରତୀୟ ଖୋଖୋ ମହାସଂଘ ଉଭୟ ପୁରୁଷ ଓ ମହିଳା ଦଳକୁ 5-5ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

kho kho
kho kho
author img

By

Published : Dec 7, 2019, 9:06 PM IST

କାଠମାଣ୍ଡୁ: 13ତମ ଦକ୍ଷିଣ ଏସିଆନ ଗେମ୍ସରେ ଭଭୟ ଭାରତୀୟ ପୁରୁଷ ଓ ମହିଳା ଖୋ ଖୋ ଟିମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଜୟ ପରେ ଉଭୟ ଦଳକୁ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ସମ୍ମାନୀତ କରିଛନ୍ତି । ଏଥିସହ ଭାରତୀୟ ଖୋଖୋ ମହାସଂଘ(କେକେଏଫଆଇ) ପୁରୁଷ ଓ ମହିଳା ଦଳକୁ 5-5ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

kho kho
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@KirenRijiju

କେକେଏଫଆଇର ଅଧ୍ୟକ୍ଷ ସୁଧାଂଶୁ ମିତ୍ତଲ କହିଛନ୍ତି ଯେ, ଆମେ ଦକ୍ଷିଣ ଏସିଆନ ଗେମ୍ସ ପାଇଁ ଦିଲ୍ଲୀରେ ଏକ 15ଦିନିଆ ଶିବିର ଆୟୋଜିତ କରିଥିଲୁ । ଏହା ଦ୍ବାରା ଆମ ଖେଳାଳିମାନେ ନିଜର ଖେଳ ସୁଧାରିଥିଲେ । ଏଥିସହ ଟିମ ମଜବୁତ ହୋଇଥିଲା । ଆମେମାନେ ଭବିଷ୍ୟତ ଟୁର୍ଣ୍ଣାମେଣ୍ଟ ପାଇଁ କ୍ରୀଡାମନ୍ତ୍ରୀଙ୍କ ସାହାଯ୍ୟରେ ଏପରି ଶିବିରମାନ ଆୟୋଜନ କରିବାକୁ ଚାହୁଁଛୁ ।

ଏହି ଦକ୍ଷିଣ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଖୋଖୋ ଦଳ ବାଂଲାଦେଶକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହିଳା ଖୋଖୋ ଟିମ ଆୟୋଜକ ଦଳ ନେପାଳକୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.