ETV Bharat / sports

ଖେଲୋ ଇଣ୍ଡିଆ 2020: 155 ଖେଳାଳିଙ୍କ ଡୋପ ନମୁନା ସଂଗ୍ରହ - ଖେଲୋ ଇଣ୍ଡିଆ ଖେଳାଳିଙ୍କ ଡୋପ ନମୁନା ନ୍ୟୁଜ

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2020ରେ ଭାଗନେଇଥିବା ଖେଳାଳିଙ୍କ ଠାରୁ ଡୋପ ନମୁନା ଗ୍ରହଣ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA)। ଅଧିକ ପଢନ୍ତୁ...

Khelo India Youth Games
ଖେଲୋ ଇଣ୍ଡିଆ 2020
author img

By

Published : Jan 17, 2020, 1:56 PM IST

ଗୌହାଟୀ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2020ରେ ଭାଗନେଇଥିବା ଖେଳାଳିଙ୍କ ଠାରୁ ଡୋପ ନମୁନା ଗ୍ରହଣ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA)। ଖେଲୋ ଇଣ୍ଡିଆର 3ୟ ସଂସ୍କରଣରେ ଦେଶର ପ୍ରାୟ 6500 ଆଥଲେଟ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 155 ଆଥଲେଟଙ୍କ ଠାରୁ ଡୋପ ନମୁନା ସଂଗ୍ରହ କରିଛି ନାଡା।

ଜାନୁୟାରୀ 10 ତାରିଖରୁ ଏହି ମେଗା ଇଭେଣ୍ଟ ଗୌହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି । ଦେଶର ସମସ୍ତ ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଆସାମର ଝିଅ ତଥା ଆନ୍ତଜାର୍ତିୟ ଧାବିକା ହିମା ଦାସ ମସାଲରେ ଅଗ୍ନୀ ସଂଯୋଗ କରି ଏହାର ଶୁଭାରମ୍ଭ କରିଥିଲେ । ପୂର୍ବ ସଂସ୍କରଣରେ 5925 ଆଥଲେଟ ଅଂଶଗ୍ରହଣ କରିଥିଲେ।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.