ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ: ଭିଡିଓ କନଫେରନ୍ସରେ ଉଦଘାଟନ କଲେ ମୋଦି - କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ

Khelo India University Game
Khelo India University Game
author img

By

Published : Feb 22, 2020, 5:48 PM IST

Updated : Feb 22, 2020, 8:16 PM IST

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମର ହେଲା ଉଦଘାଟନ

17:45 February 22

କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ ଉଦଘାଟନ ଅବସରରେ ଉପସ୍ଥିତ ଥିଲେ ।

କଟକ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫେରନ୍ସ ଜରିଆରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆରମ୍ଭ ହେଲା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ।

ପ୍ରଥମେ ଦୌଡରାଣୀ ଦୂତୀଚାନ୍ଦ ଖେଲୋ ଇଣ୍ଡିଆର ଶପଥ ପାଠ କଲେ । ଓଡିଆ ପୁଅ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏହି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମସାଲ ଜାଳିଥିଲା ।    

ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟରେ ଝୁମି ଉଠିଥିଲା ସମ୍ପୂର୍ଣ୍ଣ ଷ୍ଟାଡିୟମ । ଖାସ୍‌ କରି ଓଡିଶୀ ନୃତ୍ୟ ଓ ସମ୍ବଲପୁରି ଡାଲଖାଇ ନୃତ୍ୟରେ ଓଡିଶାର କଳାକୁ ପ୍ରତିନିଧିତ୍ବ କରିଥିଲେ କଳାକାରମାନେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 22, 2020, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.