ETV Bharat / sports

ITF ଟେନିସ: ଅଙ୍କିତା ରାଇନା ଜିତିଲେ ଡବଲ୍ସ ଟାଇଟେଲ

author img

By

Published : Dec 12, 2020, 9:48 PM IST

ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରାଇନା ଓ ଜର୍ଜିଆର ଏକଟାରିନ ଗର୍ଗୋଜ ଆଇଟିଏଫ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟର ଡବଲ୍ଡ ଟାଇଟେଲ ବିଜୟୀ । ଅଧିକ ପଢନ୍ତୁ...

ITF Tennis: Ankita Raina wins doubles title
ITF ଟେନିସ: ଅଙ୍କିତା ରାଇନା ଜିତିଲେ ଡବଲ୍ସ ଟାଇଟେଲ

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରାଇନା ଓ ଜର୍ଜିଆର ଏକଟାରିନ ଗର୍ଗୋଜ ଆଇଟିଏଫ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟର ଡବଲ୍ଡ ଟାଇଟେଲ ବିଜୟୀ ହୋଇଛନ୍ତି । ଏହି ଯୋଡି ସ୍ପେନର ସ୍ଳୋଭାନିଆର କାଜା ଜୁଭାନ ଓ ବୋଲସାଭା ଜଡୋଇନୋଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଛନ୍ତି ।

ଏକ ଘଣ୍ଟା 19 ମିନିଟ ଧରି ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଅଙ୍କିତା ଓ ଏକଟାରିନ ଯୋଡି 6-4, 3-6, 10-6 ସେଟରେ ଜୁଭାନ ଜଡୋଇନୋଭଙ୍କୁ ହରାଇଛନ୍ତି ।

27 ବର୍ଷୀୟ ଅଙ୍କିତା ଓ ଯୋଡି ଦ୍ବିତୀୟ ସେଟରେ ପ୍ରତିପକ୍ଷ ଖେଳାଳିଙ୍କ ଠାରୁ ପରାସ୍ତ ହୋଇଥିଲେ । ମାତ୍ର ତୃତୀୟ ସେଟରେ ଦମଦାର କମବ୍ୟାକ ସହ 10-6ରେ ବିଜୟ ସହ ଟାଇଟେଲ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.