ETV Bharat / sports

କୋରୋନା ଲଢେଇରେ କ୍ରୀଡା ସଂଘ: ଜାଣନ୍ତୁ ସହାୟତାର ସଂପୂର୍ଣ୍ଣ ତାଲିକା

author img

By

Published : Apr 3, 2020, 10:08 AM IST

ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ଭାରତ ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ଆଗେଇ ଆସିଛନ୍ତି ଦେଶର ପ୍ରମୁଖ କ୍ରୀଡା ଆସୋସିଏସନ । ନଜର ପକାନ୍ତୁ ସଂପୂର୍ଣ୍ଣ ସହାୟତା ରାଶି ତାଲିକା ଉପରେ...

IOA thanks NSFs state olympic bodies
କୋରୋନା ଲଢେଇରେ କ୍ରୀଡା ସଂଘ: ଜାଣନ୍ତୁ ସହାୟତାର ସଂପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: କୋରୋନା ବିରୋଧି ମୁକାବିଲାରେ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ଦେଶର ପ୍ରାୟ ସମସ୍ତ ଜାତୀୟ ସ୍ପୋର୍ଟ୍ସ ଫେଡେରେସନ(NSFs) ଓ ରାଜ୍ୟ ଅଲମ୍ପିକ ଆସୋସିଏସନ (SOAs)। ଏନେଇ ଭାରତୀୟ ଅଲମ୍ପିକ ଆସାସିଏସନ ସମସ୍ତ ବୋର୍ଡକୁ ଧନ୍ୟବାଦ ଜଣାଇଛି ।

ମହମାରୀ କୋରୋନା ଭାଇରସର ମୁକାବିଲା ପାଇଁ ଭାରତ ସରକାରଙ୍କ ହାାତ ମୁଠାକୁ ଟାଣ କରିବାକୁ ଆଗେଇ ଆସିଛନ୍ତି ଦେଶର ପ୍ରମୁଖ କ୍ରୀଡା ଆସୋସିଏସନ । କ୍ରିକେଟ, ହକି, ଫୁଟବଲ, କୁସ୍ତି, ତୀରନ୍ଦାଜ ପରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ବ୍ୟାଡମିଣ୍ଟନ, ଖୋଖୋ, ଉସୁ, ଆଥଲେଟିକ୍ସ, ହାଣ୍ଡବଲ, ସୁଇମିଂ, ଟେବୁଲ ଟେନିସ, ବାସ୍କେଟ ବଲ, ଟେନିସ, ସାଇକେଲିଂ, ଗୋଲ୍ଫ ଆସୋସିଏସନ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏଥିସହିତ ରାଜ୍ୟ ଅଲମ୍ପିକ ଆସୋସିଏସନ ମଧ୍ୟ ଦେଶର ଏପରି କଠିନ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଉତ୍ତରଞ୍ଚଳ ଅଲମ୍ପିକ ଆସୋସିଏସନ, ବେଙ୍ଗଲ ଅଲମ୍ପିକ ଆସୋସିଏସନ, ଝାଡଖଣ୍ଡ ଅଲମ୍ପିକ ଆସୋସିଏସନ, କର୍ଣ୍ଣାଟକ ଅଲମ୍ପିକ ଆସୋସିଏସନ, ଉତ୍ତରପ୍ରଦେଶ ଅଲମ୍ପିକ ଆସୋସିଏସନ, ଆସାମ ଅଲମ୍ପିକ ଆସୋସିଏସନ, ତ୍ରୀପୁରା ଅଲମ୍ପିକ ଆସୋସିଏସନ, ଓ ଏଥିସହିତ ରାଜ୍ୟର ବିଭିନ୍ନ କରାଟେ ଆସୋସିଏସନ, ଫେନସିଂ ଆସୋସିଏସନ, କିକ ବକ୍ସିଂ ଆସୋସିଏସନ ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି ।

ନଜର ପକାନ୍ତୁ ସଂପୂର୍ଣ୍ଣ ତାଲିକା ଉପରେ...

  • ଭାରତୀୟ ଖୋଖୋ ଫେଡେରେସନ 11ଲକ୍ଷ
  • ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ 10 ଲକ୍ଷ
  • ଭାରତୀୟ ଫେନସିଂ ଆସୋସିଏସନ 5 ଲକ୍ଷ
  • ଭାରତୀୟ ବୋଲିଂ ଫେଡେରେସନ 1 ଲକ୍ଷ
  • ଭାରତୀୟ ଫୁଟବଲ ଫେଡେରେସନ(AIFF) 25 ଲକ୍ଷ
  • ହକି ଇଣ୍ଡିଆ 25 ଲକ୍ଷ
  • ଭାରତୀୟ ଆଥଲେଟିକ୍ସ ଫେଡେରେସନ 2.50 ଲକ୍ଷ
  • ଭାରତୀୟ ଉସୁ ଆସୋସିଏସନ 2 ଲକ୍ଷ
  • ଭାରତୀୟ ହାଣ୍ଡବଲ ଫେଡେରେସନ 1.50 ଲକ୍ଷ
  • ଭାରତୀୟ ସୁଇମିଂ ଫେଡେରେସନ 51ହଜାର
  • ଭାରତୀୟ ଟେବୁଲ ଟେନିସ ଫେଡେରେସନ 5 ଲକ୍ଷ
  • ଭାରତୀୟ ବାସ୍କେଟବଲ ଫେଡେରେସନ 5 ଲକ୍ଷ
  • ଭାରତୀୟ ଟେନିସ ଆସୋସିଏସନ 2.50 ଲକ୍ଷ
  • ଭାରତୀୟ ସାଇକେଲିଂ ଫେଡେରେସନ 1 ଲକ୍ଷ
  • ଭାରତୀୟ କୁସ୍ତି ଫେଡେରେସନ(WFI) 11ଲକ୍ଷ
  • ଭାରତୀୟ ଗୋଲ୍ଫ ୟୁନିୟନ 10 ଲକ୍ଷ

ରାଜ୍ୟ ଅଲମ୍ପିକ ଆସୋସିଏସନ:

  • କେରଳ ଅଲମ୍ପିକ ଆସୋସିଏସନ 3 ଲକ୍ଷ
  • ବିହାର ଅଲମ୍ପିକ ଆସୋସିଏସନ 1 ଲକ୍ଷ
  • ହିମାଚଳ ପ୍ରଦେଶ ଅଲମ୍ପିକ ଆସୋସିଏସନ 1 ଲକ୍ଷ
  • ଗୁଜୁରାଟ ଅଲମ୍ପିକ ଆସୋସିଏସନ 25ହଜାର
  • ଉତ୍ତରାଞ୍ଚଳ ଅଲମ୍ପିକ ଆସୋସିଏସନ 5ଲକ୍ଷ
  • ବେଙ୍ଗଲ ଅଲମ୍ପିକ ଆସୋସିଏସନ 3 ଲକ୍ଷ
  • ଝାଡଖଣ୍ଡ ଅଲମ୍ପିକ ଆସୋସିଏସନ 2 ଲକ୍ଷ
  • କର୍ଣ୍ଣାଟକ ଅଲମ୍ପିକ ଆସୋସିଏସନ 1.50 ଲକ୍ଷ
  • ଉତ୍ତର ପ୍ରଦେଶ ଅଲମ୍ପିକ ଆସୋସିଏସନ 1.01 ଲକ୍ଷ
  • ଆସାମ ଅଲମ୍ପିକ ଆସୋସିଏସନ 1 ଲକ୍ଷ
  • ତ୍ରୀପୁରା ରାଜ୍ୟ ଅଲମ୍ପିକ ଆସୋସିଏସନ 50ହଜାର

ଅଣ ସଦସ୍ୟ ଆସୋସିଏସନ:

  • ଭାରତୀୟ କିକବକ୍ସିଂ ଫେଡେରେସେନ 1 ଲକ୍ଷ
  • ହିମାଚଳ ପ୍ରଦେଶ ବକ୍ସିଂ ଆସୋସିଏସନ 51 ହଜାର
  • ଭାରତୀୟ କରାଟେ ଆସୋସିଏସନ 5 ଲକ୍ଷ
  • ମହାରାଷ୍ଟ୍ର ଫେନସିଂ ଆସୋସିଏସନ 1 ଲକ୍ଷ
  • ମଧ୍ୟପ୍ରଦେଶ ହାଣ୍ଡବଲ ଆସୋସିଏସନ 25ହଜାର ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.