ETV Bharat / sports

ଅଭ୍ୟାସକୁ ଫେରିପାରନ୍ତି ଭାରତୀୟ ଆଥଲେଟ, ଆଇଓଏର ପ୍ରୟାସ ଆରମ୍ଭ

author img

By

Published : May 5, 2020, 3:41 PM IST

ଭାରତରେ କ୍ରୀଡା ଆରମ୍ଭ ନେଇ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF) ଓ ଷ୍ଟେଟ୍ ଅଲମ୍ପିକ ଆସୋସିଏସନ(SAO) ଗୁଡିକର ମତ ଲୋଡିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ସଭାପତି ନରିନ୍ଦର ବାତ୍ରା ।

IOA Seeks suggestion from NSFs and SOAs for resumption of sports in India
ଅଭ୍ୟାସକୁ ଫେରିପାରନ୍ତି ଭାରତୀୟ ଆଥଲେଟ, ଆଇଓଏର ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ଅଭ୍ୟାସକୁ ଫେରିବ କି ଭାରତୀୟ କ୍ରୀଡାଜଗତ । ଅଭ୍ୟାସ ସହ ଅଲମ୍ପିକ ପ୍ରସ୍ତୁତି ନେଇ ଆରମ୍ଭ ହେଲା କସରତ । ଭାରତରେ କ୍ରୀଡା ଆରମ୍ଭ ନେଇ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF) ଓ ଷ୍ଟେଟ୍ ଅଲମ୍ପିକ ଆସୋସିଏସନ(SAO) ଗୁଡିକର ମତ ଲୋଡିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ସଭାପତି ନରିନ୍ଦର ବାତ୍ରା ।

ଭାରତୀୟ ଅଲମ୍ପିକ ଆସୋସିଏସନ ସମସ୍ତ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ସମେତ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ଆଇଓଏ ସଭାପତି, ଅଲମ୍ପିକ ପ୍ରସ୍ତୁତି କମିଟିର ଚେୟାରମ୍ୟାନ ଓ SAI ଟ୍ରେନିଂ ସେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ ।

ସମସ୍ତ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ଆଇଓକୁ ଅଭ୍ୟାସ ଆରମ୍ଭ ନେଇ ମତ ଜଣାଇବାକୁ କୁହାଯାଇଛି । ଫଳରେ ସରକାରଙ୍କ ଲକଡାଉନ ଗାଇଡଲାଇନ ପାଳନ ସହ ଅଲମ୍ପିକ ଯୋଗ୍ୟତା ହାସଲ କରିଥିବା ଆଥେଲଟଙ୍କୁ ପ୍ରସ୍ତୁତି ପାଇଁ ଅନୁମତି ମିଳିବା ସମ୍ଭାବନା ରହିଛି । SAI ଟ୍ରେନିଂ ସେଣ୍ଟର ଗୁଡିକରେ ଅଭ୍ୟାସ ପାଇଁ ଅନୁମତି ମିଳିବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.