ETV Bharat / sports

କଟକରେ ପୁଣି ଟିଟି ଲଢେଇ - Inter State Table Tennis tournament

କଟକ ଜବହାରଲାଲ ଇନଡୋର ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଛି 25ତମ ଅନ୍ତଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗିତା ।

ଟେବୁଲ ଟେନିସ
author img

By

Published : Nov 6, 2019, 6:05 PM IST

କଟକ: ନିକଟରେ ସିଲ୍‌ଭର୍‌ ସିଟି ଆୟୋଜନ କରିଥିଲା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତା । ଆଉ ପୁଣି ଏବେ ଆଉ ଏକ ଟିଟି ଲଢେଇ। ସ୍ଥାନୀୟ ଜବହାରଲାଲ ଇନଣ୍ଡୋର ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଛି 25ତମ ଅନ୍ତଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗିତା।

ତେବେ ରାଜ୍ୟରୁ 310 ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଯେଉଁଥିରେ 255 ଜଣ ପୁରୁଷ ପ୍ରତିଯୋଗୀ ଓ 55 ଜଣ ମହିଳା ରହିଛନ୍ତି । ସମୁଦାୟ 20ଟି ଜିଲା ଓ 5ଟି ସଂସ୍ଥା ଏହି ମୁକାବିଲାରେ ସାମଲ ହୋଇଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ ଓ ସିଏମସି କମିଶନର ଅନନ୍ୟା ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

କିପରି ଆଗମୀ ଦିନରେ ରାଜ୍ୟର ଯୁବ ପ୍ରତିଭା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇବେ ସେ ଦିଗରେ ମଧ୍ୟ ବାର୍ତା ଦେଇଥିଲେ ଉଭୟେ। ଚଳିତବର୍ଷ ଟେବୁଲ ଟେନିସ ସଂଘର ଏହା ଶେଷ ପ୍ରତିଯୋଗିତା। ଏହି ମୁକାବିଲାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଧାସଳଖ ଓଡିଶା ସିନିୟର ଟିମ ପାଇଁ ଚୟନ ହେବ।

କଟକରେ ପୁଣି ଟିଟି ଲଢେଇ

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଆରମ୍ଭ ହେଲା 25ତମ ଅନ୍ତଜିଲା ଟେବୁଲଟେନିସ ପ୍ରତିଯୋଗୀତା । ସମୁଦାୟ ରାଜ୍ୟରୁ 310 ଖେଳାଳି ଏହି ପ୍ରତିଯୋଗୀତା ରେ ଭାଗନେଇଛନ୍ତି । ଯେଉଁଥିରେ 255 ପୁଅ 55 ଜଣ ଝିଅ ରହିଛନ୍ତି । ସମୁଦାୟ 20 ଟି ଜିଲା ଓ 5ଟି ସଂସ୍ଥା ଏହି ମୁକାବିଲା ରେ ଭାଗ ନେଇଛନ୍ତି ।

ତେବେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ,ଓ ସିଏମସି କମିଶନର ଅନନ୍ୟା ଦାସ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ବାଣ୍ଟିଥିଲେ । ତେବେ କିପରି ଆଗମିଦିନ ମାନଙ୍କରେ ଏହି ଯୁବ ପ୍ରତିଭା ମାନେ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଜାହିର କରିବେ ସେ ଦିଗରେ ମଧ୍ୟ ବାର୍ତା ଦେଇଥିଲେ ଉଭୟେ ।

ତେବେ କହିବାକୁ ଗଲେ ଚଳିତବର୍ଷ ଟେବୁଲଟେନିସ ସଂଘ ର ଏହା ଶେଷ ପ୍ରତିଯୋଗୀତା । ଏହି ପ୍ରତିଯୋଗୀତା ରେ ଯିଏ ଭଲ ପଦର୍ଶନ କରିବ ସେ ସିଧାସଳଖ ଓଡିଶା ସିନିୟର ଟିମ ପାଇଁ ଚୟନ ପ୍ରକ୍ରିୟା ରେ ସାମିଲ କରାଯିବ ବୋଲି କହିଛନ୍ତି ରାଜ୍ୟ ଟେବୁଲଟେନିସ ସମ୍ପାଦକ ରବୀନ୍ଦ୍ର ପରିଡା ।

Body:ବାଇଟ: ରବୀନ୍ଦ୍ର ପରିଡା( ସଂଘ ସମ୍ପାଦକ)
ବାଇଟ: ଅନନ୍ୟା ଦାସ( ସିଏମସି କମିଶନର)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.