ETV Bharat / sports

'ଭାରତୀୟ ସୁଟରଙ୍କ ପାଖରେ ରହିଛି ଅଲମ୍ପିକରେ ସ୍ବର୍ଣ୍ଣ ଜିତିବାର ସୁଯୋଗ'

ଆମର କିଛି ଯୁବ ଖେଳାଳି ସ୍ବର୍ଣ୍ଣ ପଦକ ଜିତି ପାରିବେ ଓ ମୋ କ୍ଲବ୍‌ରେ ସାମିଲ ହୋଇଯିବେ । ଏପରି ବିଶ୍ବାସ ରଖିଛନ୍ତି ଅଲମ୍ପିକର ସୁଟିଂ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏକମାତ୍ର ଖେଳାଳି ଅଭିନବ ବିନ୍ଦ୍ରା ।

author img

By

Published : Jan 30, 2020, 11:59 PM IST

Abhinav Bindra
Abhinav Bindra

ହାଇଦ୍ରାବାଦ: ଅଲମ୍ପିକର ସୁଟିଂ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏକମାତ୍ର ଖେଳାଳି ହେଉଛନ୍ତି ଅଭିନବ ବିନ୍ଦ୍ରା । ସେ ଆଶା ରଖିଛନ୍ତି ଯେ, ଟୋକିଓ ଅଲମ୍ପିକରେ ଯୁବ ସୁଟରମାନେ ସଫଳତା ହାସଲ କରିବେ ।

ବିନ୍ଦ୍ରା କହିଛନ୍ତି ୟେ, ଆମର ଅନେକ ଖେଳାଳି 16-17 ବର୍ଷରୁ ଅଲମ୍ପିକରେ ନିଜର ସ୍ଥାନ ପକ୍କା କରିଛନ୍ତି । ତାଙ୍କ ପାଖରେ ପଦକ ହାସଲ କରିବାର ବାସ୍ତବିକ ସୁଯୋଗ ରହିଛି । ସେମାନେ ବିଶ୍ବରେ ଶୀର୍ଷ ପ୍ରତିଯୋଗିତାମାନଙ୍କରେ ବିଜୟ ହାସର କରିଛନ୍ତି । ମୋର ବିଶ୍ବାସ ଅଛି ଯେ, ଆମର କିଛି ଯୁବ ଖେଳାଳି ସ୍ବର୍ଣ୍ଣ ପଦକ ଜିତି ପାରିବେ ଓ ମୋ କ୍ଲବ୍‌ରେ ସାମିଲ ହୋଇଯିବେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.