ETV Bharat / sports

ଦେଶପ୍ରେମରେ ରଙ୍ଗେଇ ହେଲେ ଭାରତୀୟ କ୍ରୀଡାବିତ - ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ ଉପଲକ୍ଷେ ଭାରତୀୟ ଖେଳାଳିମାନେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ମହାନ ବୀରଙ୍କୁ ମଧ୍ୟ ମନେ ପକାଇଛନ୍ତି ।

independece dAY
independece dAY
author img

By

Published : Aug 15, 2020, 12:27 PM IST

Updated : Aug 15, 2020, 1:03 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଭାରତୀୟ ଆମର ସେହି ବୀର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ବୀରତ୍ବକୁ ମନେ ପକାଉଛନ୍ତି । ଏହି ଦିନରେ ସାରା ବିଶ୍ବରେ ଭାରତକୁ ପ୍ରତିନିଧିତ୍ବ କରୁଥିବା ଭାରତୀୟ କ୍ରୀଡାବିତ୍ ଅବା କିପରି ଭୁଲିଯିବେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ।

ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
RAVI
ଫଟୋ ସୌଜନ୍ୟ: ଟ୍ବିଟର
କ୍ରିକେଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର

ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି, ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂ, ଇଫ୍ରାନ ପଠାନ, କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ, ଟେନିସ ତାରକା ସାନିଆ ମିର୍ଜା, ବକ୍ସର ବିଜେନ୍ଦ୍ର ସିଂ ପ୍ରମୁଖ ଟ୍ବିଟ ମାଧ୍ୟମରେ ସମସ୍ତ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର

ବିସିସିଆଇ, ହକି ଇଣ୍ଡିଆ, ଭାରତୀୟ ଫୁଟବଲ ଟିମ ମଧ୍ୟ ସମସ୍ତ ଭାରତୀୟଙ୍କୁ 74ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

Last Updated : Aug 15, 2020, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.