ETV Bharat / sports

Indian Grand Prix: 200 ମିଟର ଇଭେଣ୍ଟରେ ଦୂତୀ-ହିମା ଟକ୍କର - Dutte chand

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ଓଡିଆ ଧାବିକା ଦୂତୀ ଚାନ୍ଦ ଆକ୍ସନରେ ନଜର ଆସିବେ । ଅଧିକ ପଢନ୍ତୁ...

Indian Grand Prix 4 2021 Event: Dutte chand in action shortly
Indian Grand Prix: 200 ମିଟର ଇଭେଣ୍ଟରେ ଦୂତୀ ଚାନ୍ଦ-ହିମା ଦାସ ଟକ୍କର
author img

By

Published : Jun 21, 2021, 8:19 PM IST

ପଟିଆଲା: ଆରମ୍ଭ ହୋଇସାରିଛି ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ । କିଛି ସମୟ ମଧ୍ୟରେ ଓଡିଆ ଧାବିକା ଦୂତୀ ଚାନ୍ଦ ଆକ୍ସନରେ ନଜର ଆସିବେ । ତେବେ ଆହତ ସମସ୍ୟାରୁ ମୁକୁଳିଥିବା ଆସାମ ଧାବିକା ହିମା ଦାସ 400 ମିଟର ବଦଳରେ 200 ମିଟର ଇଭେଣ୍ଟରେ ନଜର ଆସିବେ । ଦୁଇ ଭାରତୀୟ ଷ୍ଟାର ଧାବିକାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଦୂତୀଙ୍କ ସମେତ ପାଞ୍ଚଜଣ ଧାବିକା 200 ମିଟର ଇଭେଣ୍ଟରେ ରହିଛନ୍ତି ।

ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI) ୱେବସାଇଟରେ ପ୍ରକାଶିତ ସୂଚୀ ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ 7ଜଣ ଦୌଡକୁଦ ପ୍ରତିଯୋଗୀ ରହିଛନ୍ତି ।

ମାର୍ଚ୍ଚରେ ଆୟୋଜିତ ଫେଡେରେସନ କପ୍‌ ଆଥଲେଟିକ୍ସ ପ୍ରତିଯୋଗିତାରେ ଧନଲକ୍ଷ୍ମୀ 100 ମିଟର ବର୍ଗରେ ଦୂତୀଙ୍କୁ ମାତ ଦେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଦୂତୀ ରୌପ୍ୟରେ ସନ୍ତୁଷ୍ଟ କରାଇଥିଲେ । ଧନଲକ୍ଷ୍ମୀ ମଧ୍ୟ IGP IV ରେ 200 ମିଟର ଇଭେଣ୍ଟରେ ଅଂଶଗ୍ରହ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.