ନୂଆଦିଲ୍ଲୀ: ଗ୍ୟାଙ୍ଗଟକରେ ଚାଲିଥିବା 25ତମ ଏସିଆନ ଆଥଲେଟିକ ଚମ୍ପିଆନସିପ୍ ଶେଷ ହୋଇଛି । ଏହି ଚମ୍ପିଆନସିପରେ ଭାରତ 27 ପଦକ ସହ ତୃତୀୟ ସ୍ଥାନରେ ରହିଛି । 27 ପଦକରେ 6ଟି ସ୍ବର୍ଣ୍ଣ ସଫଳତା ହାସଲ କରିଛନ୍ତି ଭାରତୀୟ ଆଥଲେଟ । ଶେଷ ଦିନରେ ଭାରତୀୟ ପ୍ରତିଯୋଗିତା 13ଟି ପଦକ ଜିତିବାରେ ସମର୍ଥ ହୋଇଥିଲେ । ଶେଷ ଦିନରେ ଭାରତୀୟ ଆଥଲେଟ 8ଟି ରୌପ୍ୟ ଓ 5ଟି କାଂସ୍ୟ ପଦକ ଜିତିଛନ୍ତି । ଶେଷ ଦିନରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିନାହିଁ । ଭାରତର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
It's Raining Medals for 🇮🇳
— SAI Media (@Media_SAI) July 16, 2023 " class="align-text-top noRightClick twitterSection" data="
Day 5⃣ of the Asian Athletics Championships 2023
Check out our Day 5 medalists below 👇
1. @SAI_Bengaluru camper Krishan Kumar won 🥈with PB&SB time of 1:45.88s in Men's 800m Event 🥳
2. @SAI_Bengaluru Camper Chanda wins 🥈 in Women's 800m event… pic.twitter.com/l2PBebhyuo
">It's Raining Medals for 🇮🇳
— SAI Media (@Media_SAI) July 16, 2023
Day 5⃣ of the Asian Athletics Championships 2023
Check out our Day 5 medalists below 👇
1. @SAI_Bengaluru camper Krishan Kumar won 🥈with PB&SB time of 1:45.88s in Men's 800m Event 🥳
2. @SAI_Bengaluru Camper Chanda wins 🥈 in Women's 800m event… pic.twitter.com/l2PBebhyuoIt's Raining Medals for 🇮🇳
— SAI Media (@Media_SAI) July 16, 2023
Day 5⃣ of the Asian Athletics Championships 2023
Check out our Day 5 medalists below 👇
1. @SAI_Bengaluru camper Krishan Kumar won 🥈with PB&SB time of 1:45.88s in Men's 800m Event 🥳
2. @SAI_Bengaluru Camper Chanda wins 🥈 in Women's 800m event… pic.twitter.com/l2PBebhyuo
ପ୍ରତିଯୋଗିତା ଶେଷ ଦିନରେ ଆଭା ଖଟୁଆ ଡିସ୍କସ୍ ଥ୍ରୋ'ରେ ଜାତୀୟ ରେକର୍ଡସ ସହ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ଛଡ଼ା ଓଡିଶା ରିଲିଆନ୍ସ ଫାଉଣ୍ଡେସନ ଆଥଲେଟିକ ହାଇଫରଫର୍ମାନ୍ସ ସେଣ୍ଟରର ଜ୍ୟୋତି ଯାରାଜୀ ଓ ଲଙ୍ଗ୍ ଡିଷ୍ଟାନ୍ସ ପାରୁଲ ଚୌଧୁରୀ ଏହି ପ୍ରତିଯୋଗିତାରେ ଦ୍ବିତୀୟ ପଦକ ଜିତିବାରେ ସଫଳ ହୋଇଥିଲେ । ପ୍ରଥମ ମହିଳା ଆଥଲେଟ ଭାବେ 100 ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଜ୍ୟୋତି 200 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ । ପୁରୁଷ ବର୍ଗ ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂହ କାଂସ୍ୟ ପଦକ ଜିତିଥିଲେ । ସବୁଠୁ ଆଭା ଖଟୁଆଙ୍କ ପ୍ରଦର୍ଶନ ଉଲ୍ଲେଖ୍ୟନୀୟ ଥିଲା । ସେ 1 ମିଟର ଡିସ୍କସ୍ ଥ୍ରୋ' କରି ଦ୍ବିତୀୟ ସ୍ଥାନରେ ରହିଥିଲେ ।
-
Outstanding performance by the Indian contingent at the 25th Asian Athletics Championship 2023!
— Narendra Modi (@narendramodi) July 17, 2023 " class="align-text-top noRightClick twitterSection" data="
Our athletes won 27 medals, the highest medal tally on foreign soil in an edition of the Championships. Congrats to our athletes for this achievement. It fills our hearts with pride. pic.twitter.com/vjYlSLDvnJ
">Outstanding performance by the Indian contingent at the 25th Asian Athletics Championship 2023!
— Narendra Modi (@narendramodi) July 17, 2023
Our athletes won 27 medals, the highest medal tally on foreign soil in an edition of the Championships. Congrats to our athletes for this achievement. It fills our hearts with pride. pic.twitter.com/vjYlSLDvnJOutstanding performance by the Indian contingent at the 25th Asian Athletics Championship 2023!
— Narendra Modi (@narendramodi) July 17, 2023
Our athletes won 27 medals, the highest medal tally on foreign soil in an edition of the Championships. Congrats to our athletes for this achievement. It fills our hearts with pride. pic.twitter.com/vjYlSLDvnJ
ପୁରୁଷ ଜାଭଲିନ ଥ୍ରୋ'ରେ ଡିପି ମନୁ ରୌପ୍ୟ ସଫଳତା ହାସଲ କରିଥିଲେ । 800 ମିଟର ପୁରୁଷ ବର୍ଗରେ କିଶାନ କୁମାର, ମହିଳା ବର୍ଗରେ କେଏମ ଚନ୍ଦା ରୌପ୍ୟ ବିଜୟୀ ହୋଇଛନ୍ତି । ଭାରତୀୟ ମିକ୍ସଡ୍ 4ଗୁଣା 400 ରିଲେ ଟିମ୍କୁ ସ୍ବର୍ଣ୍ଣ ସଫଳତା ମିଳିଛି । ଲଙ୍ଗ୍ ଜମ୍ପ୍ର ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିବା ବେଳେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ପୁରୁଷ 4ଗୁଣା 400ମିଟର ଦୌଡ଼ରେ ରୌପ୍ୟ ଓ ମହିଳା ବର୍ଗରେ କାଂସ୍ଯ ସଫଳତା ହାସଲ କରିଛନ୍ତି ଭାରତୀୟ ଆଥଲେଟ । ଭାରତ ମୋଟ 6 ସ୍ବର୍ଣ୍ଣ, 12 ରୌପ୍ୟ ଓ 9ଟି କାଂସ୍ୟ ପଦକ ରହିଛି ।
25ତମ ଏସିଆନ ଆଥଲେଟିକ ଚମ୍ପିଆନସିପରେ ଭାରତର ସଫଳତା ପାଇଁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମ ଆଥ୍ଲେଟ୍ 27 ପଦକ ଜିତିଛନ୍ତି । ବିଦେଶ ମାଟିରେ ଏହି ସଂସ୍କରଣ ସର୍ବାଧିକ ପଦକ ଜିତିଛନ୍ତି । ସଫଳତା ପାଇଁ ଅନେକ ଶୁଭେଚ୍ଛା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ଦିନ ।''