ETV Bharat / sports

CWG 2022: ବିଜୟ ହାତଛଡ଼ା କଲା ଭାରତୀୟ ହକି ଦଳ, ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଡ୍ର

ହକି ଇଭେଣ୍ଟର ପୁଲ୍‌ ବି'ରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ରୋ ହୋଇଛି । ପ୍ରଥମ ତିନୋଟି କ୍ବାର୍ଟରରେ ଭାରତୀୟ ଦଳ ୩-୧ରେ ଆଗୁଆ ରହିଥିଲା । ଅଧିକ ପଢ଼ନ୍ତୁ

author img

By

Published : Aug 1, 2022, 11:04 PM IST

CWG 2022: ବିଜୟ ହାତଛଡ଼ା କଲା ଭାରତୀୟ ହକି ଦଳ, ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଡ୍ର
CWG 2022: ବିଜୟ ହାତଛଡ଼ା କଲା ଭାରତୀୟ ହକି ଦଳ, ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଡ୍ର

ବର୍ମିଂହାମ: ରାଜ୍ୟଗୋଷ୍ଟୀ କ୍ରୀଡ଼ାର ହକି ଇଭେଣ୍ଟରେ ପୁଲ୍‌ ବି'ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ ୪-୪ ଗୋଲ୍‌ରେ ଡ୍ର ହୋଇଛି । ପ୍ରଥମ ତିନୋଟି କ୍ବାର୍ଟରରେ ଭାରତୀୟ ଦଳ ୩-୧ରେ ଆଗୁଆ ରହିଥିଲା । ତେବେ ଶେଷ କ୍ବାର୍ଟରରେ ଭାରତକୁ ହାସଲ କରିବାକୁ ଦେଇନଥିଲା ଇଂଲିସ ଦଳ ।

ଶେଷ କ୍ବାର୍ଟରରେ ଭାରତ ଅଧିକ ପେନାଲ୍ଟି କର୍ଣ୍ଣର ଖର୍ଚ୍ଚ କରିଥିଲା । ଏହାର ଫାଇଦା ଉଠାଇଥିଲା ଇଂଲଣ୍ଡ ଦଳ ମ୍ୟାଚ୍‌ ଶେଷ ହେବାକୁ ଆଉ ୩ ମିନିଟ ଥିବା ବେଳେ ଇଂଲଣ୍ଡ ଚତୁର୍ଥ ଗୋଲ୍‌ ଦେଇ ମ୍ୟାଚ୍‌ ବରାବର କରିଥିଲା । ଶେଷରେ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.