ETV Bharat / sports

Shooting World C'ship: ପଦକ ତାଲିକାର ଶୀର୍ଷରେ ଭାରତର ଅଭିଯାନ ଶେଷ

author img

By

Published : Oct 11, 2021, 10:28 PM IST

ମୋଟ ୪୩ ପଦକ ସହ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍‌ ଅଭିଯାନ ଶେଷ କରିଛି ଭାରତ । ଅଧିକ ପଢନ୍ତୁ...

India finish on top with 43-medal haul at Junior Shooting World C'ship
Shooting World C'ship: ପଦକ ତାଲିକାର ଶୀର୍ଷରେ ଭାରତର ଅଭିଯାନ ଶେଷ

ଲିମା(ପେରୁ): ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍‌ ଶେଷ ହୋଇଛି । ମୋଟ ୪୩ ପଦକ ସହ ଭାରତ ଅଭିଯାନ ଶେଷ କରିଛି । ଶେଷ ଦିନରେ ବିଜୟବୀର ସିଦ୍ଧୁ, ରିଦିମ ସଙ୍ଗୱାନ, ଅର୍ଜୁନ ସିଂ ଚୀମା ଓ ଶିଖା ନରୱାଲ ଭାରତର ସ୍ବର୍ଣ୍ଣ ପଦକ ବିଜେତା ରହିଛନ୍ତି । ଫଳରେ ମୋଟ ୧୭ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ ।

ଜୁନିଅର ପୁରୁଷ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ବୀଜୟବୀର ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ସେହିପରି ରିଦିମ ସଙ୍ଗୱାନ ଜୁନିଅର ମହିଳା ୨୦ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ୫୭୩ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିଲେ । ନିବେଦିତା ଭେଲୁର ୫୬୫ ପଏଣ୍ଟ ସହ ରୌପ୍ୟ ଓ ନାମ୍ୟା କାପୁର ୫୬୩ ପଏଣ୍ଟ ସହ ବ୍ରୋଞ୍ଜ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.