ETV Bharat / sports

କେବିସି ପୁରସ୍କାର ରାଶି ଦାନ କଲେ ହିମା ଦାସ - ଆସାମ ଆଥଲେଟ୍ ହିମା ଦାସ

‘କୌନ ବନେଗା କରୋରପତି’ ଖେଳି 12 ଲକ୍ଷ 50 ହଜାର ଟଙ୍କା ଅର୍ଥରାଶି ଜିତିଥିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ ଏବଂ ଆସାମ ସ୍ପ୍ରିଣ୍ଟର ଆଥଲେଟ୍ ହିମା ଦାସ । ହିମା ଦାସ ନିଜର ପୁରସ୍କାର ରାଶି ଗରିବ ଲୋକଙ୍କ ନିକଟରେ ଦାନ କରିଛନ୍ତି ।

କେବିସିରୁ କମେଇଥିବା ଟଙ୍କା ଦାନ କଲେ ଆସାମ ଆଥଲେଟ୍ ହିମା ଦାସ

author img

By

Published : Jan 21, 2020, 11:52 PM IST

ହାଇଦ୍ରାବାଦ: ଆସାମର ସ୍ପ୍ରିଣ୍ଟର ଆଥଲେଟ୍ ହିମା ଦାସ ନିଜର ପୁରସ୍କାର ରାଶିକୁ ଗରିବଙ୍କୁ ଦାନ କରିଛନ୍ତି । ସୂଚନା ଅନୁସାରେ କିଛିଦିନ ତଳେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସହ ହିମା ଦାସ ସୋନି ଟିଭିର କାର୍ଯ୍ୟକ୍ରମ ‘କୌନ ବନେଗା କରୋରପତି’ ଖେଳିବାକୁ ଯାଇଥିଲେ । ସେଥିରେ ଉଭୟ ମିଶି 12 ଲକ୍ଷ 50 ହଜାର ଅର୍ଥରାଶି ବିଜୟ ହୋଇଥିଲେ ।

ଆସାମର ହିମା ଦାସ ଫ୍ୟାନ କ୍ଲବ ପକ୍ଷରୁ ହିମାଙ୍କ ପାଖକୁ ଏକ ଅନୁରୋଧ ଆସିଥିଲା । ଏହିକ୍ରମେ ହିମା ଦାସ କେବିସିରୁ ପାଇଥିବା ଟଙ୍କା ଉକ୍ତ ଫ୍ୟାନ କ୍ଲବକୁ ଦାନ କରିଛନ୍ତି । ହିମା ଦାସ ନିଜର ଫ୍ୟାନ କ୍ଲବକୁ ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ ପାଇଁ ପ୍ରାୟ 6 ଲକ୍ଷ 25 ହଜାର ଟଙ୍କା ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ଏବେ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟୁଛି ।

Intro:Body:

Hima Das Donates her earnings from KBC

Assam Sprinter Athlete Hima Das Donates her earnings to needy People. Das Earn 12 Lakh 50 thousand along with Sprinter Duti Chand from Sony TV's KBC. After the Request from Hima Das Fan Club in Assam, Das donate almost 6 lakh 25 Thousand rupees to her Fun Club for the Education and other training of the underprivileged.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.