ETV Bharat / sports

Tokyo Olympics: ପ୍ରଥମ ଥର ୩୦ ଭାଷାରେ ଅଲମ୍ପିକ ଇମୋଜି

ଟୋକିଓ ଅଲମ୍ପିକ ପାଇଁ ୩୦ ଟି ଭାଷାରେ ଭିନ୍ନ ଭିନ୍ନ ଇମୋଜି ଲଞ୍ଚ କଲା ଟ୍ବିଟର । ଅଧିକ ପଢ଼ନ୍ତୁ...

mary kom, manpreet, mary manpreet lead indian contigent, parade of nation, ceremony of tokyo olympic, Tokyo Olympics, ଉଦଘାଟନୀ ସମାରୋହ, ତିରଙ୍ଗା ଧରିଲେ ମେରୀ-ମନପ୍ରୀତ, ଟୋକିଓ ଅଲମ୍ପିକ, ବିଶ୍ବ ଚାମ୍ପିୟନ ମେରୀ କମ୍‌, କ୍ରୀଡ଼ା ମନ୍ତ୍ରୀ ଅନୁରୋଗ ଠାକୁର
Tokyo Olympics: ପ୍ରଥମ ଥର ୩୦ ଭାଷାରେ ଅଲମ୍ପିକ ଇମୋଜି
author img

By

Published : Jul 23, 2021, 10:02 PM IST

ଟୋକିଓ: ଶୁକ୍ରବାର ଠାରୁ ଆନୁଷ୍ଠାନିକ ଭାବେ ୨୦୨୦ ଟୋକିଓ ଅଲମ୍ପିକର ଶୁଭାରମ୍ଭ ହୋଇଛି ଯାହା ଅଗଷ୍ଟ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ସମସ୍ତଙ୍କ ପରି Tokyo Olympics କୁ ଅଧିକ ଆକର୍ଷଣୀୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟର ମଧ୍ୟ ଲାଗି ପଡ଼ିଛି । ଟ୍ବିଟର ଚଳିତ ଅଲମ୍ପିକ ପାଇଁ ପ୍ରଥମ ଥର ବିଶ୍ବର ୩୦ଟି ଭାଷାରେ ଲଞ୍ଚ କରିଛି ଅଲମ୍ପିକ ଇମୋଜି ।

  • BREAKING: The #Olympics emoji is here! 😉

    For the first time ever, it is available in over 30 different languages on Twitter - try it out in the replies! pic.twitter.com/PYJyUlBVoh

    — Olympics (@Olympics) July 22, 2021 " class="align-text-top noRightClick twitterSection" data=" ">

ଏହି ଇମୋଜି ଗୁଡ଼ିକ ମଧ୍ୟରେ ରହିଛି, ସ୍ବର୍ଣ୍ଣ, ରୌପ୍ୟ ଓ କାଂଶ୍ୟ ପଦକ, ଅଲମ୍ପିକ ଗେମ୍ସର ବିଭିନ୍ନ ଖେଳ ଓ ଏରି ମଧ୍ୟ ସ୍ଥାନ ପାଇଛି । ଯାହାକୁ ନେଇ କ୍ରୀଡ଼ା ପ୍ରେମୀ ମାନେ ଏବେ ବେଶ୍‌ ଖୁସି । କାରଣ ଏହି ସେମାନଙ୍କ ଟ୍ବିଟକୁ ଆହୁରି ଆକର୍ଷଣୀୟ କରିବ ଏହାଦ୍ବାରା ସେମାନେ ନିଜ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିବେ ।

ସୂଚନା ଯୋଗ୍ୟ ଯେ ଭାରତୀୟ ଦଳ ପାଇଁ ମଧ୍ୟ ଟ୍ବିଟର ତିରଙ୍ଗା ପତାକାର ଏକ ଇମୋଜି ଲଞ୍ଚ କରିଛି । #TeamIndia ଲେଖିଲେ ଭାରତ ପତାକ ସହ ଆସିବ ଇମୋଜି । ଏନେଇ ଭାରତୀୟ ଫ୍ୟାନ୍ସ ବି ବେଶ୍‌ ଖୁସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.