ETV Bharat / sports

କୋରୋନା ଭୟ: ପ୍ରଥମ ପାନ୍‌ଆମେରିକାନ ସୁଟିଂ ଚମ୍ପିଆନସିପ ସ୍ଥଗିତ

author img

By

Published : Mar 28, 2020, 2:46 PM IST

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରଥମ ପାନ ଆମେରିକାନ ସୁଟିଂ ଚମ୍ପିଆନସିପ୍‌କୁ ସ୍ଥଗିତ ହୋଇଛି ।

Panamerican Shooting Championship postponed
କୋରୋନା ଭୟ: ପ୍ରଥମ ପାନ୍‌ଆମେରିକାନ ସୁଟିଂ ଚମ୍ପିଆନସିପ ସ୍ଥଗିତ

ମୁନିଚ: କୋରୋନା କବ୍ଜାରେ ସମଗ୍ର ବିଶ୍ବ । ସାଧାରଣ ଜନଜୀବନ ସହ ବିଶ୍ବ କ୍ରୀଡାଜଗତ ବିଶେଷ ଭାବେ ପ୍ରଭାବିତ । ଏକାଧିକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି ।

ସଦ୍ୟ ସୂଚନା ଅନୁଯାୟୀ ପ୍ରଥମ ପାନ ଆମେରିକାନ ସୁଟିଂ ଚମ୍ପିଆନସିପ୍‌କୁ ସ୍ଥଗିତ ହୋଇଛି । ଏନେଇ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ ଟ୍ବିଟ ଯୋଗେଁ ସୂଚନା ଦେଇଛି । ପୂର୍ବରୁ 2020 ଟୋକିଓ ଅଲମ୍ପିକ ପାଇଁ ୟୁରୋପିଅନ ରାଇଫଲ-ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ଚମ୍ପିଆନସିପକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ପରେ ଅଲମ୍ପିକ କମିଟି ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି କ୍ରମେ ଅଲମ୍ପିକ୍ସ ଗେମକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.