ETV Bharat / sports

ଅଲମ୍ପିକ ଯୋଗ୍ୟତା ଅର୍ଜନ କଲେ ମୂରଲୀ ଶ୍ରୀଶଙ୍କର

author img

By

Published : Mar 16, 2021, 9:43 PM IST

Updated : Mar 16, 2021, 9:54 PM IST

ଫେଡେରେସନ କପ୍‌ରେ ଲଙ୍ଗ୍‌ ଜମ୍ପ୍‌ ଇଭେଣ୍ଟରେ ଜାତୀୟ ରେକର୍ଡ କରିବା ସହ ଟୋକିଓ ଟିକେଟ ହାତେଇଛନ୍ତି ମୂରଲୀ ଶ୍ରୀଶଙ୍କର । ଅଧିକ ପଢନ୍ତୁ...

Federation Cup: Murali Sreeshankar qualifies for Olympics, sets national record in long-jump
ଅଲମ୍ପିକ ଯୋଗ୍ୟତା ଅର୍ଜନ କଲେ ମୂରଲି ଶ୍ରୀଶଙ୍କର

ପଟିଆଲା: ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ମୂରଲୀ ଶ୍ରୀଶଙ୍କର । ଚଳିତ ଫେଡେରେସନ କପ୍‌ରେ ଲଙ୍ଗ୍‌ ଜମ୍ପ୍‌ ଇଭେଣ୍ଟରେ ଜାତୀୟ ରେକର୍ଡ କରିବା ସହ ଟୋକିଓ ଟିକେଟ ହାତେଇଛନ୍ତି ।

21 ବର୍ଷୀୟ ଶ୍ରୀଶଙ୍କର ଫେଡେରେସନ କପ୍‌ରେ ନିଜର ଶେଷ ପ୍ରୟାସରେ 8.26 ମିଟର ଲମ୍ଫ ପ୍ରଦାନ କରିବା ସହି ରେକର୍ଡ କରିଛନ୍ତି । 8.22 ମିଟର ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ମାର୍କ ରହିଥିଲ । ଶ୍ରୀଶଙ୍କର ଅଲମ୍ପିକ ଯୋଗ୍ୟତା ହାସଲ କରିବା ନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ପୂର୍ବରୁ ଜାଭେଲିନ ଥ୍ରୋ ଆଥଲେଟ 63.24ମିଟର ଫିଙ୍ଗିବା ସହ ନେତାଜୀ ସୁବାଷ ବୋଷ ଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଉଥିବା 24ତମ ଫେଡେରେସନ କପ୍‌ରେ ଜାତୀୟ ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2021, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.