ପଟିଆଲା: ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ମୂରଲୀ ଶ୍ରୀଶଙ୍କର । ଚଳିତ ଫେଡେରେସନ କପ୍ରେ ଲଙ୍ଗ୍ ଜମ୍ପ୍ ଇଭେଣ୍ଟରେ ଜାତୀୟ ରେକର୍ଡ କରିବା ସହ ଟୋକିଓ ଟିକେଟ ହାତେଇଛନ୍ତି ।
21 ବର୍ଷୀୟ ଶ୍ରୀଶଙ୍କର ଫେଡେରେସନ କପ୍ରେ ନିଜର ଶେଷ ପ୍ରୟାସରେ 8.26 ମିଟର ଲମ୍ଫ ପ୍ରଦାନ କରିବା ସହି ରେକର୍ଡ କରିଛନ୍ତି । 8.22 ମିଟର ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ମାର୍କ ରହିଥିଲ । ଶ୍ରୀଶଙ୍କର ଅଲମ୍ପିକ ଯୋଗ୍ୟତା ହାସଲ କରିବା ନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
-
Sreeshankar qualifies for Olympics!#TOPSAthlete long jumper #Sreeshankar has qualified for #Tokyo2020 with a national record jump of 8.26m at the Federation Cup. He surpassed his own record of 8.20m and the Olympic qualifying mark of 8.22m. #GemsofSAI #JeetengeOlympics pic.twitter.com/bITpT8EiXO
— SAIMedia (@Media_SAI) March 16, 2021 " class="align-text-top noRightClick twitterSection" data="
">Sreeshankar qualifies for Olympics!#TOPSAthlete long jumper #Sreeshankar has qualified for #Tokyo2020 with a national record jump of 8.26m at the Federation Cup. He surpassed his own record of 8.20m and the Olympic qualifying mark of 8.22m. #GemsofSAI #JeetengeOlympics pic.twitter.com/bITpT8EiXO
— SAIMedia (@Media_SAI) March 16, 2021Sreeshankar qualifies for Olympics!#TOPSAthlete long jumper #Sreeshankar has qualified for #Tokyo2020 with a national record jump of 8.26m at the Federation Cup. He surpassed his own record of 8.20m and the Olympic qualifying mark of 8.22m. #GemsofSAI #JeetengeOlympics pic.twitter.com/bITpT8EiXO
— SAIMedia (@Media_SAI) March 16, 2021
ପୂର୍ବରୁ ଜାଭେଲିନ ଥ୍ରୋ ଆଥଲେଟ 63.24ମିଟର ଫିଙ୍ଗିବା ସହ ନେତାଜୀ ସୁବାଷ ବୋଷ ଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଉଥିବା 24ତମ ଫେଡେରେସନ କପ୍ରେ ଜାତୀୟ ରେକର୍ଡ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ