ETV Bharat / sports

ଟେବୁଲ ଟେନିସ ଷ୍ଟାର ଜି.ସାଥିୟାନଙ୍କ ସହ 'ଇଟିଭି ଭାରତ'ର ସାକ୍ଷାତକାର - ଟେବୁଲ ଟେନିସ ଷ୍ଟାର ଜି. ସାଥିୟାନ

ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ଜି. ସାଥିୟାନ ଇଟିଭି ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ଭାରତୀୟ ଟେବୁଲ ଟେନିସ ଦର ପ୍ରଦର୍ଶନ ନେଇ ରଖିଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ବୟାନ ।

G Sathiyan
ଜି. ସାଥିୟାନ
author img

By

Published : Feb 2, 2020, 6:25 PM IST

ହାଇଦ୍ରାବାଦ: ଇଟିଭି ଭାରତରେ ଷ୍ଟାର ଟେବୁଲ ଟେନିସ ଖେଳାଳି ଜି ସାଥିୟାନ । ଭାରତୀୟ ଟେବୁଲ ଟେନିସ ଦଳ ଦୁର୍ଭାଗ୍ୟଜନକ ଭାବେ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିନାହିଁ । ତେବେ ଗତ କିଛି ମାସ ଧରି ଦଳର ପ୍ରଦର୍ଶନ ଦମଦାର ରହିଛି ।

ଏନେଇ ସାଥିୟାନ ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି । ଭବିଷ୍ୟତରେ ଭାରତ ଟେବୁଲ ଟେନିସରେ ପଦକ ବିଜୟୀ ହେବ ବୋଲି ଦୃଢୋକ୍ତି କରିଛନ୍ତି ସାଥିୟାନ । ବିଶ୍ବ ଟେବୁଲ ଟେନିସ ର୍ୟାକିଂରେ ସାଥିୟାନ 30 ତମ ମାନ୍ୟତାରେ ରହିଛନ୍ତି । ତେବେ ଜର୍ମାନ କପରେ ସେମିଫାଇନାଲ ମୁକାବିଲାରେ ଚାଇନା ଖେଳାଳିଙ୍କୁ ହରାଇ ଦମ ଦେଖାଇଥିଲେ ସାଥିୟାନ ।

ଇଟିଭି ଭାରତରେ ଟେବୁଲ ଟେନିସ ଷ୍ଟାର ଜି.ସାଥିୟାନ

ତେବେ ଭାରତୀୟ ଟେବୁଲ ଟେନିସ ଦଳର ନିୟମିତ କୋଚ ନଥିବାରୁ ଦଳର ପ୍ରଦର୍ଶନ ପ୍ରଭାବିତ ହେବାକୁ ନେଇ ସକରାତ୍ମକ ମତ ରଖିଛନ୍ତି ସାଥିୟାନ । କୋଚ ନଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି ବୋଲି ସେ କହିଛନ୍ତି । ନିକଟରେ ଭାରତ ସରକାର ସାଥିୟାନଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

Intro:Body:

G Sathiyan, 2020 Tokyo Olympics, Sharath Kamal,  Arjuna Awardee

Hyderabad: India's Table Tennis team might have failed to qualify for the 2020 Tokyo Olympics but the nation is witnessing a big upward curve in the sports since last few years. In an exclusive interview with Etv Bharat Arjuna awardee, Sathiyan Gnanasekaran said that Table Tennis will bring medals for India in the near future.

Sathiyan, who is ranked 30 in the world table tennis ranking, won German Cup playing for his club ASV Grünwettersbach Tischtennis said," I think it was a huge win for the club.  We were an underdog club and still, we managed to win the cup. We won our first title by beating the best team in the league, so it was very special. Beating a player from China in the semi-final was the best thing for me personally."

Sathiyan is often compared with his senior teammate Sharath Kamal, who is playing the game since last few years, and now Sathiyan is leading the charge. Talking about the pressure of being top-notch Indian player Sathiyan said," I take pressure in a positive way and try to build on my game and do my best on the field. Tokyo Olympics is going to be a big tournament. It was my dream to play in the Olympics since childhood. I will be training in Asia and playing a lot of pro tour events in order to prepare for the mega event. I am going to give my best and I hope that I will qualify for the 2020 Tokyo Olympics."

India's table tennis team failed to qualify for the Olympics after defeating against the Czech Republic in Portugal. Talking about the heartbreaking loss 27-year-old said, "Not having a permanent coach is nothing to do with the loss. If you see in near future India's graph in the sports is upwards.  We own the defeat it was a bad tournament for us. Everyone has a bad day and it was just not our day. We will learn from our mistakes."

Talking about the Ultimate Table Tennis launched in 2017 he said that it has given a big boost to the sports and it will help Indian players to grow.

"The league has made India a table tennis destination. a lot of learning is happening. It is giving more exposure to young players like me. First UTT season gave me confidence as I defeated top players which helped me," he concluded. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.