ETV Bharat / sports

Exclusive: 'କ୍ରୀଡା କ୍ଷେତ୍ରରେ ମହିଳା ସମ୍ମୁଖୀନ ହେଉଥିବା ଶାରୀରିକ ସମସ୍ୟା'କୁ ନେଇ ଷ୍ଟାର କ୍ରୀଡାବିତଙ୍କ ସହ ଆଲୋଚନା - ଜ୍ବାଲା ଗୁଟ୍ଟା

'ଫିଜିକାଲ ଇସୁ ଫେସ୍ଡ ବାୟ ଓ୍ବମେନ' ଏହି ପ୍ରସଙ୍ଗକୁ ନେଇ ମହିଳା ଖେଳାଳିଙ୍କ ସହ ଆଲୋଚନା କରିଛି ଇଟିଭି ଭାରତ ।

'କ୍ରୀଡା କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଶାରୀରିକ ସମସ୍ୟା

author img

By

Published : Aug 3, 2020, 2:55 PM IST

Updated : Aug 4, 2020, 5:41 PM IST

ହାଇଦ୍ରାବାଦ: 'ଫିଜିକାଲ ଇସୁ ଫେସ୍ଡ ବାୟ ଓ୍ବମେନ' ଏହି ପ୍ରସଙ୍ଗକୁ ନେଇ ମହିଳା ଖେଳାଳିଙ୍କ ସହ ଆଲୋଚନା କରିଛି ଇଟିଭି ଭାରତ । ଏହି ଆଲୋଚନା ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା, ପୂର୍ବତନ ମହିଳା କ୍ରିକେଟର ରୀମା ମଲହୋତ୍ରା, ପାରା ଅଲମ୍ପିୟାନ କମିଟିର ସଭାପତି ଦୀପା ମଲିକ, ସ୍ପୋର୍ଟସ ସାଇକୋଲୋଜିଷ୍ଟ ମୁଗ୍ଧା ବାଓ୍ବରେ, ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଫିଲ୍ଡିଙ୍ଗ କୋଚ ସୁମନ ଶର୍ମା, ଆନ୍ଧ୍ରପ୍ରଦେଶ ମହିଳା କ୍ରିକେଟ ଟୁମର ସ୍ପୋର୍ଟସ ଫିଜିୟୋଥେରେପିଷ୍ଟ ଧରିନୀ ରୋଚାନା ଓ ସ୍ପୋର୍ଟସ ଉପସ୍ଥାପିକା ରିଦ୍ଧିମା ପାଠକ ସାମିଲ ହୋଇଥିଲେ । ମାସିକ ଋତୁଚକ୍ର ସେମାନଙ୍କ ଖେଳରେ ଓ ତାଙ୍କ ଉପରେ କେତେ ପ୍ରଭାବିତ କରିଥାଏ ସେନେଇ ଚର୍ଚ୍ଚା କରିଥିଲେ ।

Exclusive: 'କ୍ରୀଡା କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଶାରୀରିକ ସମସ୍ୟା'କୁ ନେଇ ଷ୍ଟାର କ୍ରୀଡାବିତଙ୍କ ସହ ଆଲୋଚନା

ତେବେ ଦେଖନ୍ତୁ ଆମର ଏହି ସ୍ବତନ୍ତ୍ର ସାକ୍ଷାତକାର..

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2020, 5:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.