ETV Bharat / sports

CWG 2022 Day 2: ଭାରୋତ୍ତୋଳନରେ ଭାରତକୁ ବ୍ରୋଞ୍ଜ, ୨ରେ ପହଞ୍ଚିଲା ପଦକ ସଂଖ୍ୟା - ଭାରୋତ୍ତଳନ ପ୍ରତିଯୋଗିତା ନ୍ୟୁଜ

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତକୁ କାଂସ୍ୟ । ଅଧିକ ପଢନ୍ତୁ

CWG 2022 Day 2: ୬୧ କେଜି ବର୍ଗ ଭାରୋତ୍ତଳନରେ ଭାରତକୁ କାଂସ୍ୟ

author img

By

Published : Jul 30, 2022, 6:44 PM IST

ବର୍ମିଂହାମ(ଇଂଲଣ୍ଡ): ଚଳିତ କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ଭାରୋତ୍ତଳନ ପ୍ରତିଯୋଗିତାରେ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା । ସଙ୍କେତ ସାଗରଙ୍କ ରୌପ୍ୟ ଭେଟି ପରେ କାଂସ୍ୟ (Bronze Medal) ହାସଲ କଲେ ଗୁରୁରାଜା ପୂଜାରୀ । ପୁରୁଷ ୬୧ କେଜି ବର୍ଗ ଭାରୋତ୍ତୋଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ହାସଲ କରିଛନ୍ତି ଗୁରୁରାଜା । ସେ ୨୬୯ କେଜି ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି । ତେବେ ତାଙ୍କ ପୂର୍ବରୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ସିଲଭର ଜିତିଥିଲେ ସଙ୍କେତ ।

  • 2️⃣nd medal for 🇮🇳 at @birminghamcg22 🤩

    What a comback by P. Gururaja to bag 🥉 with a total lift of 269 Kg in the Men's 61kg Finals🏋‍♂️ at #B2022

    Snatch- 118kg
    Clean & Jerk- 151kg

    With this Gururaj wins his 2nd consecutive CWG medal 🙂

    Congratulations Champ!#Cheer4India pic.twitter.com/UtOJiShUvS

    — SAI Media (@Media_SAI) July 30, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.