ETV Bharat / sports

ଶିଶୁ ତୀରନ୍ଦାଜ ଖେଳାଳି ଶିବାନୀଙ୍କ କମାଲ

ଶିଶୁ ତୀରନ୍ଦାଜ ଚୁଋକୁଲୀ ଡଲି ଶିବାନୀ 32ମିନିଟ୍‌ରେ 72ଟି ତୀର ମାରି ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି ।  ଅନ୍ତରାଷ୍ଟ୍ରୀୟ ତୀରନ୍ଦାଜ ଖେଳାଳି ଲେନିନଙ୍କ ନବମତମ ବାର୍ଷିକ ଉତ୍ସବରେ ଏହି ରେକର୍ଡ କରିଛନ୍ତି ତୀରନ୍ଦାଜ ଶିବାନୀ।

ଶିଶୁ ତୀରନ୍ଦାଜ
author img

By

Published : Oct 25, 2019, 12:08 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶିଶୁ ତୀରନ୍ଦାଜ ଚୁଋକୁଲୀ ଡଲି ଶିବାନୀଙ୍କ ରେକର୍ଡ । ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି।

32 ମିନିଟ୍‌ରେ 72ଟି ତୀର ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ସେ 15ମିଟର ଦୂରତାରେ ଲକ୍ଷ୍ୟ ଭେଦିଛନ୍ତି। 720ରୁ 710 ପଏଣ୍ଟ ହାସଲ କରି ଏସିଆ ବୁକ୍‌ ଅଫ୍‌ ରେକର୍ଡ ସୃଷ୍ଟି କରିଛନ୍ତି ଡଲି। ଅନ୍ତରାଷ୍ଟ୍ରୀୟ ତୀରନ୍ଦାଜ ଖେଳାଳି ଲେନିନଙ୍କ ନବମତମ ବାର୍ଷିକ ଉତ୍ସବରେ ଏହି ରେକର୍ଡ କରିଛନ୍ତି କୁନି ତୀରନ୍ଦାଜ ଶିବାନୀ।

ଇଣ୍ଡିଆ ଓ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ଶିବାନୀଙ୍କ କୀର୍ତ୍ତିମାନ

ସ୍ବର୍ଗତଃ ଭାରତୀୟ ତୀରନ୍ଦାଜ କୋଚ ତଥା ଅନ୍ତରାଷ୍ଟ୍ରୀୟ ତୀରନ୍ଦାଜ ଖେଳାଳି ଚୁଋକୁଲୀ ଲେନିନଙ୍କ ଭଉଣୀ ହେଉଛନ୍ତି ଶିବାନୀ । 2010 ରାଜ୍ୟ ଗୋଷ୍ଠୀ କ୍ରୀଡାର ଠିକ୍‌ ପରେ ପରେ ତାଙ୍କର ସଡକ ଦୁର୍ଘଟଣାରେ ଚୁଋକୁଲୀ ଲେନିନଙ୍କ ମୃତ୍ୟୁ ହୋଇଥିଲା।

Intro:Body:

Cherukuri dalli shivani from andhra pradesh entered INDIA BOOK OF RECORDS AND ASIA BOOK OF RECORDS. She shot 72 arrows in 32 minutes from 15 metres distance. She bagged her record by scoring 710 out of 720 points. Representatives of India and Asia Book of Records was presented a record to Dali Shivani. Dali Shivani, acheived this record on International Archer Lenin's 9th anniversary.

Shivani is the sister of late Indian coach and international archer Cherukuli Lenin, who passed away  in a road accident soon after the Commonwealth Games 2010.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.