ETV Bharat / sports

ଭୁବନେଶ୍ବରରେ ରାଜ୍ଯସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଓଡିଶା ବ୍ରିଜ ସଙ୍ଘ ତରଫରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ଏଲ ଆଇ ପରିଜା ସ୍ମାରକୀ ବ୍ରିଜ ପ୍ରତିଯୋଗିତାରେ 18ଟି ଟିମରେ ପ୍ରାୟ 108 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।

author img

By

Published : Jan 26, 2020, 10:30 AM IST

bridge tournament
bridge tournament

ଭୁବନେଶ୍ବର: ସେକ୍ରେଟେରିଏଟ ରିକରେସନ କ୍ଲବ ଠାରେ ଦୁଇ ଦିନିଆ ଏଲ ଆଇ ପରିଜା ସ୍ମାରକୀ ବ୍ରିଜ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ 18ଟି ଟିମରେ ପ୍ରାୟ 108 ଜଣ ପ୍ରତିଯୋଗୀଙ୍କୁ ନେଇ ଏହି ଖେଳ ଖେଳା ଯାଉଥିବା ଜଣାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଓଡିଶା ବ୍ରିଜ ସଙ୍ଘ ତରଫରୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଶୁଭେନ୍ଦୁ ପଟ୍ଟନାୟକ ଓ ବ୍ରିଜ ସଙ୍ଘର ସମ୍ପାଦକ ତାପସ କୁମାର ବିଶ୍ବାଳ ଉଦ୍‌ଘାଟନ କରିଛନ୍ତି । ଆସନ୍ତାକାଲି ଏହା ଉଦ୍‌ଯାପିତ ହେବ ବୋଲି ସଙ୍ଘର ସମ୍ପାଦକ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରତିଯୋଗିତାରେ 6ଟି ଦଳକୁ ପୁରସ୍କୃତ କରାଯିବ । ତେବେ ଏହି ଖେଳ ଅଲମ୍ପିକ ଓ ଏସିଆନ ଗେମରେ ପହଞ୍ଚି ଥିବାବେଳେ ଲୋକମାନଙ୍କ ନିକଟରେ ଏହାକୁ ଆହୁରି ପରିଚିତ କରାଇବା ପାଇଁ ଉଦ୍ୟମ ହେଉଥିବା ସେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ର ସେକ୍ରେଟେରିଏଟ ରିକରେସନ କ୍ଲବ ଠାରେ ଦୁଇ ଦିନରେ ଏଲ ଆଇ ପରିଜା ସ୍ମାରକୀ ବ୍ରିଜ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି।ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତାରେ 18 ଟି ଟିମ ରେ ପ୍ରାୟ 108 ଜଣ ପ୍ରତିଯୋଗୀଙ୍କୁ ନେଇ ଏହି ଖେଳ ଖେଳା ଯାଉଥିବା ଜଣାଯାଇଛି।

Body:ଓଡିଶା ବ୍ରିଜ ସଙ୍ଘ ତରଫରୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସକ ପ୍ରସନ୍ନ କୁମାର ହୋତା,ଶୁଭେନ୍ଦୁ ପଟ୍ଟନାୟକ ଓ ବ୍ରିଜ ସଙ୍ଘର ସମ୍ପାଦକ ତାପସ କୁମାର ବିଶ୍ବାଳ ଉଦ୍ଘାଟନ କରିଥିବାବେଳେ ଆସନ୍ତାକାଲି ଏହା ଉଦଯାପିତ ହେବ ବୋଲି ସଙ୍ଘର ସମ୍ପାଦକ ବିଶ୍ୱାଳ ପ୍ରକାଶ କରିଛନ୍ତି।ତେବେ ଏହି ପ୍ରତିଯୋଗିତାରେ 6ଟି ଦଳକୁ ପୁରସ୍କୃତ କରାଯିବ ବୋଲି ସେ କହିଥିବାବେଳେ ଏହି ଖେଳ ଅଲମ୍ପିକ ଓ ଏସିଆନ ଗେମ ରେ ପହଂଚିଥିବାବେଳେ ଲୋକମାନଙ୍କ ନିକଟରେ ଏହାକୁ ଆହୁରି ପରିଚିତ କରାଇବା ପାଇଁ ଉଦ୍ୟମ ହେଉଥିବା ସେ କହିଛନ୍ତି।
ବାଇଟ-ତାପସ କୁମାର ବିଶ୍ବାଳ,ସମ୍ପାଦକ,ଓଡିଶା ବ୍ରିଜ ସଙ୍ଘ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.