ETV Bharat / sports

ବକ୍ସାମ ବକ୍ସିଂ: ସ୍ବର୍ଣ୍ଣ ଜିତିଲେ ମନୀଷ କୌଶିକ, ଭାରତକୁ 10 ମେଡାଲ

author img

By

Published : Mar 7, 2021, 9:38 PM IST

ବକ୍ସାମ ଇଣ୍ଟରନ୍ୟାସନାଲରେ ଭାରତୀୟ ବକ୍ସରଙ୍କ ବିଜୟ ପ୍ରଦର୍ଶନ ସହ ମୋଟ 10ଟି ପଦକରେ ଅଭିଯାନ ଶେଷ କରିଛି । ଅଧିକ ପଢନ୍ତୁ...

Boxam International: Manish Kaushik wins gold, India finish with 10 medals
ବକ୍ସାମ ବକ୍ସିଂ: ସ୍ବର୍ଣ୍ଣ ଜିତିଲେ ମନୀଷ କୌଶିକ, ଭାରତକୁ 10 ମେଡାଲ

ନୂଆଦିଲ୍ଲୀ: ବକ୍ସାମ ଇଣ୍ଟରନ୍ୟାସନାଲରେ ଭାରତୀୟ ବକ୍ସରଙ୍କ ବିଜୟ ପ୍ରଦର୍ଶନ ସହ ମୋଟ 10ଟି ପଦକରେ ଅଭିଯାନ ଶେଷ କରିଛି ଭାରତ । ଗୋଟିଏ ସ୍ବର୍ଣ୍ଣ, 8ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି । ଶେଷ ଦିନରେ ମନୀଷ କୌଶିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜେତା ମନୀଷ, 63 କିଲୋଗ୍ରାମ ବର୍ଗରେ ଡେନମାର୍କର ନିକୋଲାଇର ତେର୍ତରୟାନଙ୍କୁ ପରାସ୍ତ କରିଛନ୍ତି । ଗତବର୍ଷ ମାର୍ଚ୍ଚରେ ଏସିଆନ ଅଲମ୍ପିକ କ୍ବାଲିଫାୟର ପରେ ପ୍ରାୟ ବର୍ଷେ ପରେ ରିଙ୍ଗ୍‌କୁ ଓହ୍ଲାଇଥିଲେ ମଧ୍ୟ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

ଅନ୍ୟପଟେ ବିଶ୍ବ ଚମ୍ପିଆନ ବିକାଶ କ୍ରୀଷ୍ଣନ 69 କିଲୋଗ୍ରାମ ବରଗ୍ରେ ନିଦିୟେ ସିସଖୋଙ୍କ ଠାରୁ 4-1ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ଅନ୍ୟ 5ଟି ରୌପ୍ୟ ପଦକ ବିଜେତା ବକ୍ସରଙ୍କ ମଧ୍ୟରେ ସିମ୍ରନଜିତ କୌର(60 କିଲୋଗ୍ରାମ), ମହମ୍ମଦ ହୁସାମୁଦ୍ଦିନ(57 କିଲୋଗ୍ରାମ), ଆଶିଷ କୁମାର(75 କିଲୋଗ୍ରାମ), ସୁମି ସଙ୍ଗୱାନ(81 କିଲୋଗ୍ରାମ) ଓ ସତୀଶ କୁମାର (+91କିଲୋଗ୍ରାମ) ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.