ETV Bharat / sports

ଅନଲାଇନ ଚେସ୍ ଅଲମ୍ପିଆଡରେ ସ୍ବର୍ଣ୍ଣ ବିଜେତା ଭାରତ, ବିଗ ବିଙ୍କ ଶୁଭେଚ୍ଛା - ଅନଲାଇନ ଚେସ୍ ଅଲମ୍ପିଆଡ

କୋରୋନା ଭାଇରସ ପାଇଁ ପ୍ରଥମ ଥର ଅନଲାଇନରେ ଆୟୋଜିତ FIDE ଅନଲାଇନ ଚେସ ଅଲମ୍ପିଆଡରେ ସୋମବାର ଭାରତ ଓ ରୁଷିଆ ଯୁଗ୍ମ ବିଜେତା ହୋଇଛନ୍ତି ।

Big B congratulates India for jointly winning FIDE Chess Olympiad
ଅନଲାଇନ ଚେସ୍ ଅଲମ୍ପିଆଡରେ ସ୍ବର୍ଣ୍ଣ ବିଜେତା ଭାରତ, ବିଗବିଙ୍କ ଶୁଭେଚ୍ଛା
author img

By

Published : Aug 31, 2020, 9:51 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ପ୍ରଥମ ଥର ଅନଲାଇନରେ ଆୟୋଜିତ FIDE ଅନଲାଇନ ଚେସ ଅଲମ୍ପିଆଡରେ ସୋମବାର ଭାରତ ଓ ରୁଷିଆ ଯୁଗ୍ମ ବିଜେତା ହୋଇଛନ୍ତି । ଏନେଇ ଭେଟେରାନ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • T 3645 - Chess Olympiad .. India joint champions with Russia .. !!!! CONGRATULATIONS INDIAN TEAM !! ... 🇮🇳🇮🇳🇮🇳 🇮🇳🇮🇳🇮🇳🇮🇳 .. JAI HIND ..
    भारत सदा विजयी हो

    — Amitabh Bachchan (@SrBachchan) August 31, 2020 " class="align-text-top noRightClick twitterSection" data=" ">

77 ବର୍ଷୀୟ ବିଗ ବି ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଛନ୍ତି । ଭାରତର ବିଜୟରେ ଟ୍ବିଟରେ, ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇବା ସହ, ଭାରତ ସଦା ବିଜୟ ହେଉ ବୋଲି ଲେଖିଛନ୍ତି ।

ରବିବାର ଭାରତ ଅଲମ୍ପିଆଡରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହାପୂର୍ବରୁ ବର୍ଷ 2014ରେ ବ୍ରୋଞ୍ଜ ପଦକ ଜିତିଥିଲା ଭାରତ ।

ଭାରତୀୟ ଖେଳାଳି ନିହାଲ ସାରିନ ଓ ଦିବ୍ୟା ଦେଶମୁଖ ମ୍ୟାଚ ସମୟରେ ଦ୍ବିତୀୟୀ ରାଉଣ୍ଡରେ ଯୋଗଯୋଗ ହରାଇଥିଲେ । ତେବେ ପ୍ରଥମ ରାଉଣ୍ଡ ଅମିଂମାସିତ ଭାବେ ଶେଷ ହୋଇଥିଲା ।

ପରେ ରୁଷିଆକୁ ବିଜେତା ଘୋଷଣା କରାଯିବା ପରେ ଭାରତ ଆପତ୍ତି ଉଠାଇଥିଲା । ତଦନ୍ତ ପରେ ଉଭୟ ଭାରତ ଓ ରୁଷିଆକୁ ବିଜେତା ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.