ETV Bharat / sports

କଟକରେ ଚତୁର୍ଥ ଧୀରେନ୍ଦ୍ରନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ ପ୍ରତିଯୋଗିତା - ଚତୁର୍ଥ ଧୀରେନ୍ଦ୍ରନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ ପ୍ରତିଯୋଗିତା

ସିନିଅର ଅଲ ଓଡିଶା ଚତୁର୍ଥ ଧୀରେନ୍ଦ୍ରନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ ପ୍ରତିଯୋଗିତା କଟକରେ ଖେଳାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 24, 2019, 3:59 PM IST

କଟକ: ସିନିଅର ଅଲ ଓଡିଶା ଚତୁର୍ଥ ଧୀରେନ୍ଦ୍ରନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ ପ୍ରତିଯୋଗିତା କଟକରେ ଖେଳାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ 12ଟି ପୁରୁଷ ଓ 6ଟି ମହିଳା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ଏବେ ସ୍ପୋର୍ଟସ ସିଟି । ବାସ୍କେଟବଲ କ୍ରୀଡା ରେ ଦୁଲୁକୁଛି ସିଲଭରସିଟି । ଆଜିଠୁ ଆରମ୍ଭ ହୋଇଛି ସିନିୟର ଅଲ ଓଡିଶା ଚତୁର୍ଥ ଧୀରେନ୍ଦ୍ରନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ ପ୍ରତିଯୋଗୀତା । ରାଜ୍ୟ ର ବିଭିନ୍ନ ଜିଲା ରୁ ସମୁଦାୟ 18 ଟି ଟିମ ଏହି ପ୍ରତିଯୋଗୀତା ରେ ଭାଗ ନେଇଛନ୍ତି ।

ଏହା ଗୋଟିଏ ଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯିବ । ରାଜ୍ୟ ର ବିଭିନ୍ନ ଜିଲାରୁ ମୋଟ 12 ଟି ପୁରୁଷ ଓ 6ଟି ମହିଳା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

Body:ବାଇଟ: ଅଶୋକ ସାହୁ ( ବାସ୍କେଟବଲ ସଂଘ ସମ୍ପାଦକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.