ETV Bharat / sports

ବାଂଲାଦେଶରେ ପ୍ରଥମ ମହିଳା ବଡି ବିଲ୍ଡିଂ ଚମ୍ପିଆନସିପ୍‌ ଆୟୋଜିତ - ବାଂଲାଦେଶରେ ପ୍ରଥମ ମହିଳା ବଡି ବିଲ୍ଡିଙ୍ଗ୍‌ ଚମ୍ପିଆନସିପ୍‌ ଆୟାଜିତ

ପ୍ରଥମ ଥର ପାଇଁ ବାଂଲାଦେଶରେ ମହିଳା ବଡି ବିଲ୍ଡିଂ ଚମ୍ପିଆନସିପ୍‌ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଛନ୍ତି 19ବର୍ଷୀୟ ଛାତ୍ରୀ ଅଓ୍ବନା ରହମାନ।

women bodybuilding competition
women bodybuilding competition
author img

By

Published : Dec 31, 2019, 8:38 PM IST

ଢାକା: ବାଂଲାଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମହିଳା ବଡି ବିଲ୍ଡିଂ ଚମ୍ପିଆନସିପ୍‌। ଏହି ଟୁର୍ଣ୍ଣାମେଣ୍ଟରେ 19 ବର୍ଷୀୟ ଛାତ୍ରୀ ଅଓ୍ବନା ରହମାନ।
ମୁସଲମାନ ବହୁଳ ବାଂଲାଦେଶ ହୋଇଥିବାରୁ ପ୍ରତିଯୋଗୀ ବିବାଦରୁ ବଞ୍ଚିବା ପାଇଁ ନିଜର ମସଲ୍ସକୁ କଭର କରି ରଖିଥିଲେ।

ବାଂଲାଦେଶ ବଡି ବିଲ୍ଡିଂ ସଂଘର ମହାସଚିବ ନଜରୁଲ ଇସଲାମ କହିଛନ୍ତି ଯେ, ଆମର ଧର୍ମ ଓ ସଂସ୍କୃତିକୁ ନଜରରେ ରଖି ଡ୍ରେସ କୋଡ୍‌କୁ ଧ୍ୟାନରେ ରଖିଥିଲୁ। ପ୍ରଥମ ଥର ଆୟୋଜିତ ହୋଇଥିବା ଏହି ଚମ୍ପିଆନସିପକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ଆମ ଦେଶର ମହିଳା କ୍ରିକେଟ, ଫୁଟବଲ ଓ ତୀରନ୍ଦାଜରେ ଖେଳାଳି ନିଜ ଛାପ ଛାଡୁଛନ୍ତି।

ବିଜୟନୀ ଅଓ୍ବନା କହିଛନ୍ତି ଯେ, ଏହି ପ୍ରତିଯୋଗୀତା ପାଇଁ ବହୁତ ପରିଶ୍ରମ କରିଛି। ମୋ ଭାଇଙ୍କ ଫିଟନେସ ସେଣ୍ଟର ଅଛି। ସେ ମୋର ବହୁତ ସମର୍ଥନ କରିଛନ୍ତି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.