ETV Bharat / sports

କାଶ୍ମୀରକୁ ନେଇ ଟ୍ବିଟ କଲେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ

author img

By

Published : Aug 11, 2019, 10:57 PM IST

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ -370 ଉଚ୍ଛେଦ ପରେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଜର ଟ୍ବିଟର ଆକାଉଣ୍ଟରେ କାଶ୍ମୀରକୁ ନେଇ ଏକ ଟ୍ବିଟ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ -370 ଉଚ୍ଛେଦ ପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସିନେଜଗତ ସହ ଭାରତୀୟ ଖେଳାଳୀମାନେ ନିଜ ନିଜର ମତ ରଖିଛନ୍ତି । ସେହିପରି ଭାରତୀୟ ଟପ କୁସ୍ତିଯୋଦ୍ଧା ବଜରଙ୍ଗୀ ପୁନିଆ ମଧ୍ୟ ନିଜର ଟ୍ବିଟର ଆକାଉଣ୍ଟରେ କାଶ୍ମୀରକୁ ନେଇ ଏକ ଟ୍ବିଟ କରିଛନ୍ତି । ତାଙ୍କର ଟ୍ବିଟରେ ସେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ।

kashmir
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BajrangPunia

ପୁନିଆ ଶୁକ୍ରବାର ଦିନ ଟ୍ବିଟ କରି କହିଛନ୍ତି ଯେ, କାଶ୍ମୀରରେ ନା ଶାଶୁଘର ଦରକାର, ନା ସେଠାରେ ଘର, ଏବେ ଏପରି ହିନ୍ଦୁସ୍ତାନ ଦରକାର ଯେଉଁଠି ଭାରତୀୟ ସୈନ୍ୟ ଶହୀଦ ନ ହୁଅନ୍ତୁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.