ETV Bharat / sports

ଖୁବଶୀଘ୍ର ବ୍ୟାଟେରୀ ଚାଳିତ ମାସ୍କ ପିନ୍ଧି ଅଭ୍ୟାସ କରିବେ ଭାରତୀୟ ଆଥଲେଟ

author img

By

Published : Sep 29, 2020, 7:53 PM IST

ଏକ ବ୍ୟାଟେରୀ ଚାଳିତ ମାସ୍କ ପ୍ରସ୍ତୁତ କରାଯାଇଛି । ଯାହାକୁ ପିନ୍ଧି ବିନା କୋଭିଡ-19 ଭୟରେ ଖେଳାଳିମାନେ ଅଭ୍ୟାସ କରିପାରିବେ । ଏହି ମାସ୍କ ବ୍ୟାଟେରୀ ଦ୍ବାରା ଚାଳିତ ଓ ଏଥିରେ ଗୋଟିଏ N95 ଫିଲଟର ସହ ଦୁଇଟି ଫ୍ୟାନ ରହିଛି ।

Athletes will soon be able to train with battery-powered masks
ଖୁବଶୀଘ୍ର ବ୍ୟାଟେରୀ ଚାଳିତ ମାସ୍କ ପିନ୍ଧି ଅଭ୍ୟାସ କରିବେ ଭାରତୀୟ ଆଥଲେଟ

ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରଣାଳୟର ଏସଓପି ଅନୁଯାୟୀ, କ୍ରୀଡାବିତଙ୍କ ସୁରକ୍ଷିତ ଅଭ୍ୟାସ ଆରମ୍ଭ ପାଇଁ ଭାରତୀୟ ଅଲମ୍ପିକ ଆସୋସିଏସନର ଅଭିନବ ପୟାସ । ଏକ ବ୍ୟାଟେରୀ ଚାଳିତ ମାସ୍କ ପ୍ରସ୍ତୁତ କରାଯାଇଛି । ଯାହାକୁ ପିନ୍ଧି ବିନା କୋଭିଡ-19 ଭୟରେ ଖେଳାଳିମାନେ ଅଭ୍ୟାସ କରିପାରିବେ ।

Athletes will soon be able to train with battery-powered masks
ଭାରତୀୟ ଅଲମ୍ପିକ ଆସୋସିଏସନ

ଏହି ମାସ୍କ ବ୍ୟାଟେରୀ ଦ୍ବାରା ଚାଳିତ ଓ ଏଥିରେ ଗୋଟିଏ N95 ଫିଲଟର ସହ ଦୁଇଟି ଫ୍ୟାନ ରହିଛି । ଭାରତୀୟ ଅଲମ୍ପିକ ଆସୋସିଏସନ ସମ୍ପାଦକ ରାଜୀବ ମେହେଟ୍ଟା ଏନେଇ ସୂଚନା ଦେଇଛନ୍ତି ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

ତେବେ ପ୍ରଥମ ପର୍ଯ୍ୟାୟରେ କିଛି ଖେଳାଳିଙ୍କୁ ଏହି ମାସ୍କ ବ୍ୟବହାର ପାଇଁ ଦିଆଯିବ ବୋଲି ଆଇଓଏ ସମ୍ପାଦକ କହିଛନ୍ତି । ମାସ୍କ ବ୍ୟବହାର ପରେ ଫଳାଫଳ ସନ୍ତୋଷ ଜନକ ହେବାପରେ, ଅଲମ୍ପିକ ପ୍ରସ୍ତୁତି କରୁଥିବା ସମସ୍ତ ଖେଳାଳିଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.