ETV Bharat / sports

5ଭାରତୀୟ ବକ୍ସରଙ୍କ ଅଲମ୍ପିକ ଯୋଗ୍ୟତା ହାସଲ - Indian boxers seal Olympic berths

ଭାରତୀୟ ବକ୍ସିଂ ପାଇଁ ଖୁସି ଖବର । 5ଜଣ ଭାରତୀୟ ଷ୍ଟାର ବକ୍ସର ଏସିଆନ ବକ୍ସିଂ କ୍ବାଲିଫାୟର ସେମିଫାଇନାଲରେ ପ୍ରବେଶ କରିବା ସହ, ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ।

Olympic berths
5ଭାରତୀୟ ବକ୍ସରଙ୍କ ଅଲମ୍ପିକ ଯୋଗ୍ୟତା ହାସଲ
author img

By

Published : Mar 9, 2020, 10:48 AM IST

ଅମନ: ଭାରତୀୟ ବକ୍ସିଂ ପାଇଁ ଖୁସି ଖବର । 5ଜଣ ଭାରତୀୟ ଷ୍ଟାର ବକ୍ସର ଏସିଆନ ବକ୍ସିଂ କ୍ବାଲିଫାୟର ସେମିଫାଇନାଲରେ ପ୍ରବେଶ କରିବା ସହ ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ।

Olympic berths
5ଭାରତୀୟ ବକ୍ସରଙ୍କ ଅଲମ୍ପିକ ଯୋଗ୍ୟତା ହାସଲ

69 କିଲୋଗ୍ରାମ ବର୍ଗରେ ବିକାଶ କ୍ରୀଷନ, 75 କିଲୋଗ୍ରାମ ବର୍ଗରେ ପୂଜା ରାନୀ, 91 କିଲୋଗ୍ରାମ ବର୍ଗରେ ସତୀଶ କୁମାର, 69 କିଲୋଗ୍ରାମ ବର୍ଗରେ ଲବଲିନା ବରଗୋହେନ ଓ 75 କିଲୋଗ୍ରାମ ବର୍ଗରେ ଆଶିଷ କୁମାର ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.