ଦୁବାଇ: ଏସିଆନ ବକ୍ସିଂ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚମ୍ପିଆନ ଅମିତ ପଙ୍ଘଲ । ପୁରୁଷ 52 କିଲୋଗ୍ରାମ ବର୍ଗରେ ଶୁକ୍ରବାର ସେମିଫାଇନାଲ ମୁକାବିଲାରେ କାଜାଖସ୍ତାନର ସାକେନ ବିବୋସିନଭଙ୍କୁ 5-0ରେ ହରାଇଛନ୍ତି ଅମିତ ।
-
𝐀𝐌𝐀𝐙𝐈𝐍𝐆 𝐀𝐌𝐈𝐓 🔥
— Boxing Federation (@BFI_official) May 28, 2021 " class="align-text-top noRightClick twitterSection" data="
Defending champion @Boxerpanghal shows his masterclass to enter the Finals of the 2021 ASBC Asian Elite Boxing Championships in Dubai 🥊 He defeated 🇰🇿's Saken Bibossinov 5️⃣-0️⃣#PunchMeinHaiDum#AsianEliteBoxingChampionships#GoForGold pic.twitter.com/HjzEzVGbVR
">𝐀𝐌𝐀𝐙𝐈𝐍𝐆 𝐀𝐌𝐈𝐓 🔥
— Boxing Federation (@BFI_official) May 28, 2021
Defending champion @Boxerpanghal shows his masterclass to enter the Finals of the 2021 ASBC Asian Elite Boxing Championships in Dubai 🥊 He defeated 🇰🇿's Saken Bibossinov 5️⃣-0️⃣#PunchMeinHaiDum#AsianEliteBoxingChampionships#GoForGold pic.twitter.com/HjzEzVGbVR𝐀𝐌𝐀𝐙𝐈𝐍𝐆 𝐀𝐌𝐈𝐓 🔥
— Boxing Federation (@BFI_official) May 28, 2021
Defending champion @Boxerpanghal shows his masterclass to enter the Finals of the 2021 ASBC Asian Elite Boxing Championships in Dubai 🥊 He defeated 🇰🇿's Saken Bibossinov 5️⃣-0️⃣#PunchMeinHaiDum#AsianEliteBoxingChampionships#GoForGold pic.twitter.com/HjzEzVGbVR
ଏହି ପ୍ରତିଯୋଗିତାରେ ଭାରତକୁ ଅତିକମରେ 5ଟି ରୌପ୍ୟ ପଦକ ମିଳିବା ପକ୍କା ହୋଇଛି । ପୂର୍ବରୁ ଗୁରୁବାର 4ଜଣ ଭାରତୀୟ ମହିଳା ବକ୍ସର ଫାଇନାଲରେ ପ୍ରବେଶ କରିସାରିଛନ୍ତି । ମୋଟ 15 ପଦକ ମିଳିବା ନିଶ୍ଚିନ୍ତ ଥିବାସହ ଭାରତୀୟ ଟିମ ପଦକ ତାଲିକାର ଶୀର୍ଷରେ ରହିବା ସମ୍ଭାବନା ରହିଛି ।
ପୂର୍ବ ସଂସ୍କରଣରେ ବର୍ଷ 2019ରେ ଦୁଇଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ସହ ମୋଟ 13ଟି ପଦକ ଜିତିଥିଲା ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ